Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧନୁଯାତ୍ରା ରଥରେ ବୁଲିଲେ ସାଂସଦ ଅପରାଜିତା ଷଡଙ୍ଗୀ, କଂସ ଦରବାରରେ ହେଲେ ହାଜର
ବିଶେଷ ଖବର

ଧନୁଯାତ୍ରା ରଥରେ ବୁଲିଲେ ସାଂସଦ ଅପରାଜିତା ଷଡଙ୍ଗୀ, କଂସ ଦରବାରରେ ହେଲେ ହାଜର

January 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Bhubaneswar MP Aparajita Sarangi in Baragada Dhanujatra

ବରଗଡ- ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ବରଗଡରେ ଆୟୋଜିତ ଧନୁଯାତ୍ରା ଉତ୍ସବରେ ଯୋଗଦେଇଥିଲେ। ଏଥିପାଇଁ ତାଙ୍କୁ କଂସ ମହାରାଜ ଅତିଥୀ ଭାବେ ଡାକିଥିଲେ। ଫଳରେ ଅପରାଜିତା ଏକ ସୁସଜ୍ଜିତ ରଥରେ ବରଗଡ ସହରର ପରିକ୍ରମା କରିଥିଲେ।

ଧନୁଯାତ୍ରାର ଏକ ପରଂପରା ରହିଛି କଂସ ମହାରାଜା ଯାହାକୁ ନିମନ୍ତ୍ରଣ କରି ଡାକିବେ ସେ ହେବେ ରାଜ ଅତିଥୀ। ଯଦି ସେହି ରାଜ ଅତିଥୀ ପୁରୁଷ ହୋଇଥିବେ ତେବେ ତାଙ୍କୁ ହାତୀରେ ବସି କଂସଙ୍କ ପାଖକୁ ନେବାର ପରଂପରା ରହିଛି। ହେଲେ ଯଦି ଅତିଥୀ ମହିଳା ହୋଇଥିବେ ତେବେ ସେ ଏକ ରଥରେ ଯାଇ ମହାରାଜଙ୍କ ପାଖରେ ପହଁଚିବେ। ସେହି ପରଂପରା ଅନୁସାରେ ଅପରାଜିତାଙ୍କୁ ଧନୁଯାତ୍ରାର ଏକ ପାରଂପାରିକ ରଥରେ ବସି ନିଆଯାଇଥିଲା। ଏହାକୁ ଦେଖିବା ପାଇଁ ବରଗଡ ସହରରେ ଲୋକଙ୍କର ଭିଡ ମଧ୍ୟ ବେଶ ପରିଲକ୍ଷିତ ହୋଇଥିଲା। ଶେଷରେ ସେ ଧନୁଯାତ୍ରା ମଞ୍ଚ ଉପରକୁ ଯାଇ କଂସ ମହାରାଜାଙ୍କ ପ୍ରଦତ୍ତ ଏକ ପୁରସ୍କାରକୁ ଗ୍ରହଣ କରିଥିଲେ। ଏଥିସହିତ ଅପରାଜିତା ଅନ୍ୟ କଳାକାରମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଗତକାଲି ଅପରାଜିତାଙ୍କ ପରି ଅନ୍ୟ କେତେକ ନେତା ମଧ୍ୟ ରାଜ ଅତିଥୀ ହୋଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.