Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ
ବିଶେଷ ଖବର

ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

May 17, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ବିଜେଡିର ମହାନଦୀ ପାଇଁ ମହାସଂଗ୍ରାମ ଆଜି ଆରମ୍ଭ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଆରମ୍ଭ କରି ସିଧାସଳଖ ବିଜେପି ଟାର୍ଗେଟ୍‌ କରିଛନ୍ତି। ବିଜେଡିର କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳକୁ ସୁରକ୍ଷା ଦେବାକୁ ଯାଇ ଟ୍ଵିଟ୍‌ କରି ରାଜ୍ୟ ସରକାର ଓ ବିଜେଡି ଉପରେ ଆରୋପ ଲଗାଇଛନ୍ତି। ଅପର ପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି ଆନ୍ଦୋଳନକୁ ହାସ୍ୟାସ୍ପଦ କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକାକୁ ସମାଲୋଚନା କରିଛନ୍ତି।

ଟ୍ଵିଟ୍‌ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ସମସ୍ୟାର ସମାଧାନ ନା ରାଜ୍ୟର ସାଧାରଣଙ୍କ ଜନତାଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ଚେଷ୍ଟା କରୁଛନ୍ତି, ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ନିଜେ ହିଁ ଦେଇପାରିବେ। ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀର ପାଣି ପିଢ଼ି ପରେ ପିଢ଼ି ଅବାରିତ ଭାବେ ଓଡ଼ିଶାରେ ପ୍ରବାହିତ ହେଉ, ଏହା ସୁନିଶ୍ଚିତ କରିବାକୁ ହିଁ ପଡ଼ିବ। ଟ୍ରିବ୍ୟୁନାଲ୍‌ ଓ ଆଇନଗତ ପଦକ୍ଷେପ ସହ ଏହି ପ୍ରକ୍ରିୟା ଲମ୍ବା ସମୟ ଚାଲିବାର ଆଶଙ୍କା ଦୃଷ୍ଟିରୁ ଚୂଡ଼ାନ୍ତ ରାୟ ପୂର୍ବରୁ ଆପୋସ କଥାବାର୍ତ୍ତାର ରାସ୍ତା ଖୋଲା ନ ରଖିଲେ ଓଡ଼ିଶା ଚାଷୀଙ୍କ ଲାଭକ୍ଷତି ନେଇ ରାଜ୍ୟ ସରକାରଙ୍କୁ ଗୁରୁତର ସହ ବିଚାର କରିବାକୁ ପଡ଼ିବ। ହୀରାକୁଦ ତଳମୁଣ୍ଡରେ ଖରାଦିନେ ପାଣି ସଂରକ୍ଷଣ ବ୍ୟବସ୍ଥା ତିଆରି କରାଯାଇଥିଲେ ଓଡ଼ିଶାର ଅନେକ ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଆଜି ଦିନରେ ନ ଥା’ନ୍ତା। ବିଳମ୍ବରେ ହେଲେ ବି ରାଜ୍ୟ ସରକାର କିଛି ନୂଆ ପ୍ରକଳ୍ପ ନିର୍ମାଣ କରି ଜଳ ସଂରକ୍ଷଣ କଥା ଘୋଷଣା କରିଛନ୍ତି। ତୁରନ୍ତ ଏହି ପ୍ରକଳ୍ପ କ୍ରିୟାନ୍ଵିତ କରାଗଲେ ଓଡ଼ିଶାର ପାଣି ସମସ୍ୟା ସମାଧାନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

୨୦୨୬ ରେ ବ୍ୟସ୍ତ ରହିବ ଟିମ୍ ଇଣ୍ଡିଆ: ଜାଣନ୍ତୁ ଭାରତୀୟ କ୍ରିକେଟ ଦଳର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

January 1, 2026

ସ୍କିଲ୍‌ ଦ ନେସନ୍‌ ଏଆଇ ଚ୍ୟାଲେଞ୍ଜର ଶୁଭାରମ୍ଭ କଲେ ରାଷ୍ଟ୍ରପତି

January 1, 2026

ଓଡ଼ିଶାରେ ଏନଏଚ-326ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ିକରଣକୁ କ୍ୟାବିନେଟ୍ ମଞ୍ଜୁରି

December 31, 2025
Latest News

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

January 1, 2026

ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

January 1, 2026

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

January 1, 2026

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି 

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.