Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫଟୋ ଖବର: ଜନତା କର୍ଫ୍ୟୁ ସହ ଲକ୍ ଡାଉନକୁ ସମର୍ଥନ କରି ଭୁବନେଶ୍ବର ପୁରା ଜନଶୂନ୍ୟ, ଦେଖନ୍ତୁ କଣ ରହିଛି ସ୍ଥିତି
ଜାତୀୟ ଖବର

ଫଟୋ ଖବର: ଜନତା କର୍ଫ୍ୟୁ ସହ ଲକ୍ ଡାଉନକୁ ସମର୍ଥନ କରି ଭୁବନେଶ୍ବର ପୁରା ଜନଶୂନ୍ୟ, ଦେଖନ୍ତୁ କଣ ରହିଛି ସ୍ଥିତି

March 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ ଡାଉନ ଘୋଷଣାର ପ୍ରଭାବ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଭୁବନେଶ୍ବରର ଜନଗହଳି ରାସ୍ତା ସବୁ ଶୂନଶାନ ହୋଇଯାଇଛି। ମାର୍କେଟ ବିଲିଡିଂ, ବାପୁଜୀନଗର ପରି ବ୍ୟବସାୟିକ କେନ୍ଦ୍ରଗୁଡିକ ମଧ୍ୟ ଜନଶୂନ୍ୟ ହୋଇପଡିଛି। ନିମ୍ନ ଫଟୋଗୁଡିକ ସୂଚାଇ ଦେଉଛି ରାଜଧାନୀର ପରିସ୍ଥିତି କିପରି ରହିଛି।

ଏହା ହେଉଛି ଭୁବନେଶ୍ବରର ଜନଗହଳି ସ୍ଥାନ ରଜଭବନ ରାସ୍ତା
ଏହା ହେଉଛି ସବୁବେଳେ ଛାତ୍ରଛାତ୍ରୀଙ୍କ ଭିଡ ଲାଗିରହିଥିବା କିଟ୍ ରାସ୍ତା
ଶୂନଶାନ୍ ହୋଇପଡିଛି ଭୁବନେଶ୍ବରର ବ୍ୟବସାୟୀକ ପେଣ୍ଠ ବୋଲି କୁହାଯାଉଥିବା ମାଷ୍ଟର କ୍ୟାଟିନ ରାସ୍ତା
ସେହିପରି ଦିନ 12 ଟା ହେଲାଣି ହେଲେ ଭୁବନେଶ୍ବରର ରାଜମହଲ ରାସ୍ତାରେ କାହାରି ଦେଖାନାହିଁ
କଟକ ବ୍ରହ୍ମପୁରକୁ ଯୋଡୁଥିବା ଜାତୀୟ ରାଜପଥର ଆଇଆରସି ଭିଲେଜ ରାସ୍ତା ଜନଶୂନ୍ୟ
ସାଇ ମନ୍ଦିରକୁ ଯିବା ପାଇଁ ଚଳଚଞ୍ଚଳ ହୋଇପଡୁଥିବା ଟଙ୍କପାଣି ରୋଡ୍
କ୍ୟାପିଟାଲ ହସପିଟାଲ ରାସ୍ତା, ଯେଉଁଠି ଭିଡ ଜମେ ତାହା ମଧ୍ୟ ଶୂନଶାନ୍

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.