Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସାମ ବନ୍ୟାରେ ଏପର୍ଯ୍ୟନ୍ତ 133ଜଣଙ୍କର ଗଲାଣି ଜୀବନ : 21 ଜିଲ୍ଲାର ପ୍ରାୟ 17 ଲକ୍ଷ ଲୋକ ପ୍ରଭାବିତ
ବିଶେଷ ଖବର

ଆସାମ ବନ୍ୟାରେ ଏପର୍ଯ୍ୟନ୍ତ 133ଜଣଙ୍କର ଗଲାଣି ଜୀବନ : 21 ଜିଲ୍ଲାର ପ୍ରାୟ 17 ଲକ୍ଷ ଲୋକ ପ୍ରଭାବିତ

July 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆସାମ : ଆସାମରେ ବନ୍ୟା ପରିସ୍ଥିତି ଲାଗି ରହିଛି । ବନ୍ୟା ଯୋଗୁଁ ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।  ବୁଧବାର ଦିନ ବନ୍ୟା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବନ୍ୟା ସ୍ଥିତିରେ ଟିକେ ସୁଧାର ଆସିଥିବାବେଳେ 21ଟି ଜିଲ୍ଲାରେ 17 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ଆସାମ ରାଜ୍ୟ ଆପଦା ପ୍ରବନ୍ଧନ ପ୍ରାଧିକରଣ (ଏଏସ୍‌ଡିଏମ୍‌ଏ) ଦ୍ବାରା ବୁଧବାର ଦ୍ବାରା ଜାରି ରିପୋର୍ଟ ଅନୁସାରେ ବାରପୋଟା, କୋକରାଝର ଓ କାମରୂପ ଜିଲ୍ଲାରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।  ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ 133ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 107ଜଣଙ୍କର ମୃତ୍ୟୁ ବନ୍ୟା ଯୋଗୁଁ ହୋଇଥିବାବେଳେ ଭୂସ୍ଖଳନ ଯୋଗୁଁ 26ଜଣଙ୍କ ମୃତ୍ୟୁ ହୋଇଛି ।

ଧେମାଜୀ, ଲଖ୍‌ମୀପୁର, ବିଶ୍ବନାଥ, ଦରାଙ୍ଗ, ବକ୍‌ସା, ବାରପେଟା, ଚିରାଙ୍ଗ, ବୋଙ୍ଗାଇଗାଓ୍ବ, କୋକରାଝର, ଧୁବ୍‌ରୀ, ଦକ୍ଷିଣ ଜୋରହାଟ୍‌, ମାଜୁଲୀ, ଶିବସାଗର ଓ ଡିବ୍ରୁଗଡ ଜିଲ୍ଲାରୁ 16.55 ଲକ୍ଷରୁ ଅଧିକ ଲୋକେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । (ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ “ପାର୍ଶ୍ଵସ୍ରୋତ” ଉନମୋଚିତ

January 28, 2026

ଭାରତ-ଇୟୁ ବାଣିଜ୍ୟ ଚୁକ୍ତିନାମା: ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’

January 28, 2026

ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 28, 2026

ଓଡ଼ିଶାରେ କୃଷି ଗବେଷଣା ଓ ବିସ୍ତାରକୁ ସୁଦୃଢ଼ କରିବା ନିମିତ୍ତେ ଐତିହାସିକ ଏମଓୟୁ ସ୍ଵାକ୍ଷର

January 28, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ “ପାର୍ଶ୍ଵସ୍ରୋତ” ଉନମୋଚିତ

January 28, 2026

India’s Regional PR Awards: ଆଡ୍‌ଭେଣ୍ଟୋ କମ୍ୟୁନିକେଶନ୍ସକୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ

January 28, 2026

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଭାରତ-ଇୟୁ ବାଣିଜ୍ୟ ଚୁକ୍ତିନାମା: ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.