Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସର ପ୍ରଥମ ପର୍ୟାୟ ପ୍ରାର୍ଥୀ ତାଲିକା ଘୋଷିତ, ୬ ଲୋକସଭା ଓ ୩୬ ବିଧାନସଭା ପାଇଁ ପ୍ରାର୍ଥୀ
ବିଶେଷ ଖବର

କଂଗ୍ରେସର ପ୍ରଥମ ପର୍ୟାୟ ପ୍ରାର୍ଥୀ ତାଲିକା ଘୋଷିତ, ୬ ଲୋକସଭା ଓ ୩୬ ବିଧାନସଭା ପାଇଁ ପ୍ରାର୍ଥୀ

March 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଅଖିଳ ଭାରତୀୟ କଂଗ୍ରେସ କମିଟି ତରଫରୁ ଓଡିଶାର ୬ ଟି ଲୋକସଭା ଆସନ ଓ ୩୬ ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି। ଲୋକସଭା ପ୍ରାର୍ଥୀ ଭାବରେ ନବରଙ୍ଗପୁରରୁ ପ୍ରଦୀପ ମାଝୀ, କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ବରଗଡରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡରୁ ଜର୍ଜ ତିର୍କୀ, କନ୍ଧମାଳରୁ ମନୋଜ କୁମାର ଆଚାର୍ୟ ଓ ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଦୁ କଂଗ୍ରେସ ପ୍ରାର୍ଥୀ ହେବେ।

ବିଧାନସଭା ଲାଗି ପଦ୍ମପୁରରୁ ସତ୍ୟଭୂଷଣ ସାହୁ, ବରଗଡରୁ ନିପଣ ଦାସ, ଅତାବିରାରୁ ନୀହାର ମହାନନ୍ଦ, ବୀରମିତ୍ରପୁରରୁ ରଚିତ ଯୋଶେଫ ତିର୍କୀ, ରାଜଗାଙ୍ଗପୁରରୁ ସି.ଏସ.ରାଜନ, ବୀରମହାରାଜପୁରରୁ ବିନୋଦ ପାତ୍ର, ବଲାଙ୍ଗୀରରୁ ନରସିଂହ ମିଶ୍ର, ନୂଆପଡାରୁ ଘାସିରାମ ମାଝୀ, ଖରିଆରରୁ ଅଧିରାଜ ପାଣିଗ୍ରାହୀ, ଝରି ଗାଁ ରୁ ଉଧାର ମାଝୀ, ନବରଙ୍ଗପୁରରୁ ସଦନ ନାୟକ, ଡାବୁ ଗାଁରୁ ଭୁଜବଳ ମାଝୀ, ଲାଞ୍ଜିଗଡରୁ ଶିବାଜୀ ମାଝୀ, ଧରମଗଡରୁ ଦିଗାମ୍ବର ଦୁରିଆ, ବାଲିଗୁଡାରୁ ସିମନ ମଲ୍ଲିକ, ଫୁଲବାଣୀରୁ କିଶୋର ଚନ୍ଦ୍ର କହର, କଣ୍ଟାମାଳରୁ ପ୍ରଶାନ୍ତ ସାହୁ, ଦଶପଲ୍ଲାରୁ ପ୍ରଶାନ୍ତ କୁମାର ନାୟକ, ଭଞ୍ଜନଗରରୁ ସଞ୍ଜୟ କୁମାର ତ୍ରିପାଠୀ, ପୋଲସରାରୁ ହରିଚରଣ ସ୍ଵାଇଁ, କବିସୂର୍ୟନଗରରୁ ବିଜୟ କୁମାର ସାହୁ, ଆସ୍କାରୁ ମନୋଜ କୁମାର ଜେନା, ସାନଖେମଣ୍ଡିରୁ ରମେଶ ଚନ୍ଦ୍ର ଜେନା, ହିଞ୍ଜିଳୀରୁ ରାମକୃଷ୍ଣ ପଣ୍ଡା, ଗୋପାଳପୁରରୁ ଧର୍ମରାଜ ରେଡ୍ଡୀ, ବ୍ରାହ୍ମପୁରରୁ ଲିଙ୍ଗରାଜ ଚୌଧୁରୀ, ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ର, ଚିକିଟିରୁ ସୁବାସ ଚନ୍ଦ୍ର ରାଉତ, ମୋହନାରୁ ଦାଶରଥି ଗମାଙ୍ଗ, ଗୁଣୁପୁରରୁ ପୁରୁଷୋତ୍ତମ ଗମାଙ୍ଗ, ବିଷମକଟକରୁ ନୀଳମାଧବ ହିକକା, ଜୟପୁରରୁ ତାରାପ୍ରସାଦ ବାହିନୀପତି, କୋରାପୁଟରୁ କୃଷ୍ଣଚନ୍ଦ୍ର କୁଳଦୀପ, ପୋଟ୍ଟାଙ୍ଗି ରୁ ରାମଚନ୍ଦ୍ର କଦମ, ମାଲକାନଗିରିରୁ ମାଲା ମାଢି ଓ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ କଂଗ୍ରେସ ଟିକଟ ମିଳିଛି।

କଂଗ୍ରେସର ପ୍ରଥମ ତାଲିକାରେ ଲୋକସଭା ପାଇଁ ଜଣେ ବି ମହିଳା ପ୍ରାର୍ଥୀ ନଥିବା ବେଳେ ୩୬ ଜଣିଆ ବିଧାନସଭା ତାଲିକାରେ ମାତ୍ର ଜଣେ ମହିଳାଙ୍କୁ ଚିତ୍ରକୋଣ୍ଡାରୁ ପ୍ରାର୍ଥୀ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026
Latest News

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.