Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭୟଙ୍କର ହେଲା ଜଙ୍ଗଲ ନିଆଁ, ଲିଭାଇବା କାମରେ ଦୁଇ ହଜାରଟି ଦମକଳ ଏବଂ ୧୦୪ ବିମାନ ନିୟୋଜିତ
ଅନ୍ତରାଷ୍ଟ୍ରୀୟ

ଭୟଙ୍କର ହେଲା ଜଙ୍ଗଲ ନିଆଁ, ଲିଭାଇବା କାମରେ ଦୁଇ ହଜାରଟି ଦମକଳ ଏବଂ ୧୦୪ ବିମାନ ନିୟୋଜିତ

September 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Wildfires in California.

ସାନ ଫ୍ରାନ୍ସିସ୍କୋ, ଗତ ମାସରେ କାଲିଫର୍ଣିଆ ଜଙ୍ଗଲରେ ନିଆଁ ଲାଗିଯାଇ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ପ୍ରାୟ ୧୨,୯୫୦ ବର୍ଗ କିଲୋମିଟର ଜଙ୍ଗଲ ପୋଡି ଯାଇଛି। ଏହି ଅଗ୍ନିକାଣ୍ଡରେ ୪,୦୦୦ ଗୃହ ନଷ୍ଟ ହୋଇଯାଇଛି। ଗତମାସରେ ଲାଗିଥିବା ଏହି ନିଆଁକୁ ବର୍ତ୍ତମାନ ସୁଦ୍ଧା ଆୟତ କରାଯାଇ ପାରି ନାହିଁ। ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଏହାର ଧାସ ରହୁଥିବାରୁ ସେ ସ୍ଥାନରେ ଛିଡା ହେବା ସମ୍ଭବ ହୋଇପାରୁ ନାହିଁ।

ରବିବାର ଦିନ ପ୍ରାୟ ୧୬,୫୭୦ ଅଗ୍ନିଶମ କର୍ମଚାରୀ ୨୯ ଟି ପ୍ରମୁଖ ବନ୍ୟପ୍ରାଣୀ ନିୟନ୍ତ୍ରକ ନିଆଁକୁ ଆୟତ କରିବା ପାଇଁ ଲାଗିଛନ୍ତି। ଏଥିସହିତ ୨୨୦୦ ରୁ ଅଧିକ ଦମକଳ ୩୮୮ ୱାଟର ସ୍ପେୟାର, ୩୦୪ ବୁଲଡୋଜର ଏବଂ ୧୦୪ ବିମାନ ମଧ୍ୟ ଏହି ନିଆଁ ଲିଭା କାମରେ ନିୟୋଜିତ କରାଯାଇଛି। ମୁଖ୍ୟତଃ ଜଙ୍ଗଲରେ ପବନ ଯୋଗୁଁ ଏହି ନିଆଁକୁ ଆୟତ କରିବା ଅସମ୍ଭବ ହୋଇପଡିଛି। ବର୍ତ୍ତମାନ ନିଆଁ ଲଗିବା ପରେ ଏହି ପବନଗତି କ୍ଷୀପ୍ର ହେବା ସହ ନିଆଁର ଗତି ମଧ୍ୟ ସେହି ଅନୁସାରେ ବଢିବାରେ ଲାଗିଛି।

ସବୁଠାରୁ ବଡ ଅଗ୍ନିକାଣ୍ଡ ମେଣ୍ଡୋସିନୋ ଏବଂ ହମ୍ବୋଲ୍ଡ କାଉଣ୍ଟିରେ ଥିବା ଅଗଷ୍ଟ କମ୍ପ୍ଲେକ୍ସରେ ଘଟିଛି। ଏଠାରେ ପୂର୍ବରୁ ୨,୦୦୦ ଏକରରୁ ଅଧିକ ଜଙ୍ଗଲ ପୋଡିଥିବା ବେଳେ ଏକାଥରେ ଗୋଟିଏ ରାତିରେ ୮୭୭,୪୭୭ ଏକରରେ ନିଆଁ ବ୍ୟାପିଯାଇଛି ବୋଲି କାଲଫାୟାର ଅଧିକାରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା  ଏହି ନିଆଁ ଯୋଗୁଁ ୧୪,୦୭୪ ନିର୍ମାଣ ବିପଦ ଭିତରେ ରହିଛି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

WildFire ଜଙ୍ଗଲ ନିଆଁ
Share. Facebook Twitter LinkedIn Email WhatsApp Copy Link

Related Posts

ବିଏସଏନଏଲର ପ୍ରଦର୍ଶନ ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ: ଗ୍ରାହକ ଅଭିଜ୍ଞତା ଏବଂ ରାଜସ୍ୱ ସୃଷ୍ଟି ଉପରେ ଦେଲେ ଗୁରୁତ୍ୱ

July 29, 2025

ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ: ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

July 29, 2025

‘ଯଦି ପାଣି ଏବଂ ରକ୍ତ ଏକାଠି ବହିବ ନାହିଁ, ତେବେ ଏକାଠି କ୍ରିକେଟ କିପରି ଖେଳାଯାଇପାରିବ?’: ଓୱେସି

July 29, 2025

ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

July 29, 2025
Latest News

ଜାତୀୟ ମହିଳା କମିଶନରଙ୍କୁ ଭେଟିଲେ ବିଜେଡି ସାଂସଦ ଏବଂ ଲେଖାଶ୍ରୀ ସାମନ୍ତସିଂହାର, ଜାଣନ୍ତୁ କାରଣ

July 29, 2025

ଗ୍ରାମୀଣ ଭାରତର ଉନ୍ନତି କ୍ଷେତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ପଞ୍ଚାୟତିରାଜ ମନ୍ତ୍ରୀ

July 29, 2025

ବିଏସଏନଏଲର ପ୍ରଦର୍ଶନ ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ: ଗ୍ରାହକ ଅଭିଜ୍ଞତା ଏବଂ ରାଜସ୍ୱ ସୃଷ୍ଟି ଉପରେ ଦେଲେ ଗୁରୁତ୍ୱ

July 29, 2025

ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ: ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

July 29, 2025

ନବରଙ୍ଗପୁରରେ ଚାଲିଛି ଟସର ଖୋସା ପ୍ରସ୍ତୁତି ଅଭିଯାନ

July 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.