Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସାରା ବିଶ୍ବରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ତିନି କୋଟି ଟପିଲା, ମୃତ୍ୟୁ ସଂଖ୍ୟା ସାଢେ ନ ଲକ୍ଷ
ଅନ୍ତରାଷ୍ଟ୍ରୀୟ

ସାରା ବିଶ୍ବରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ତିନି କୋଟି ଟପିଲା, ମୃତ୍ୟୁ ସଂଖ୍ୟା ସାଢେ ନ ଲକ୍ଷ

September 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୦.୩ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୯୫୦,୦୦୦ ରୁ ଅଧିକ ହୋଇଛି। ଶନିବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୩ ଲକ୍ଷ ୯୫ ହଜାର ୫୭୯ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୯ ଲକ୍ଷ ୫୦ ହଜାର ୩୪୪ କୁ ବୃଦ୍ଧି ପାଇଛି। ଏ ନେଇ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଏସଇ) ଏହାର ସଦ୍ୟତମରେ ରିପୋର୍ଟରେ ପ୍ରକାଶ କରିଛି।

ସିଏସଏସଇ ଅନୁଯାୟୀ ଆମେରିକାରେ ବିଶ୍ବର ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ୬୭ ଲକ୍ଷ ୨୨ ହଜାର ୬୯୯ ଏବଂ ମୃତ୍ୟୁ ୧ ଲକ୍ଷ ୯୮ ହଜାର ୫୦୯ ରେ ରହିଛି। ବର୍ତ୍ତମାନ ବିଶ୍ବରେ ଆମେରିକା ହେଉଛି ସବୁଠାରୁ ଅଧିକ କରୋନା କ୍ଷତିଗ୍ରସ୍ତ ଦେଶ।

ସେହିପରି ଭାରତ ୫୨ ଲକ୍ଷ ୧୪ ହଜାର ୬୭୭ ମାମଲାରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୮୪ ହଜାର ୩୭୨ କୁ ବୃଦ୍ଧି ପାଇଛି।

ମାମଲା ଦୃଷ୍ଟିରୁ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି (୪,୪୯୫,୧୮୩), ଏବଂ ପରେ ରୁଷିଆ (୧,୦୮୬,୯୫୫), ପେରୁ (୭୫୦,୦୯୮), କଲମ୍ବିଆ (୭୪୩,୯୪୫), ମେକ୍ସିକୋ (୬୮୮,୯୫୪), ଦକ୍ଷିଣ ଆଫ୍ରିକା (୬୫୭,୬୨୭), ସ୍ପେନ୍ (୬୪୦,୦୪୦), ଆର୍ଜେଣ୍ଟିନା (୬୧୩,୬୫୮) ), ଫ୍ରାନ୍ସ (୪୬୭,୪୨୧), ଚିଲି (୪୪୨,୮୨୭), ଇରାନ (୪୧୬,୧୯୮), ବ୍ରିଟେନ (୩୮୮,୪୧୨), ବାଂଲାଦେଶ (୩୪୫,୮୦୫), ସାଉଦି ଆରବ (୩୨୮,୭୨୦), ଇରାକ (୩୧୧,୬୯୦), ପାକିସ୍ଥାନ (୩୦୪,୩୮୬), ତୁର୍କୀ (୨୯୯,୮୧୦), ଇଟାଲୀ । (୧୧୦,୨୧୭), କାଜାଖସ୍ତାନ (୧୦୭,୧୩୪), ଡୋମିନିକାନ୍ ରିପବ୍ଲିକ୍ (୧୦୬,୭୩୨), ପାନାମା (୧୦୪,୮୭୯) ଏବଂ ଇଜିପ୍ଟ (୧୦୧,୭୭୨), ଉଝଝଋ ଆକଳନରୁ ଜଣାପଡିଛି।

୧୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶଗୁଡ଼ିକ ହେଉଛି ବ୍ରାଜିଲ (୧୩୫,୭୯୩), ମେକ୍ସିକୋ (୭୨,୮୦୩), ବ୍ରିଟେନ (୪୧,୮୨୧), ଇଟାଲୀ (୩୫,୬୬୮), ଫ୍ରାନ୍ସ (୩୧,୨୫୭), ପେରୁ (୩୧,୧୪୬), ସ୍ପେନ (୩୦,୪୦୫), ଇରାନ (୨୩,୯୫୨), କଲମ୍ବିଆ (୨୩,୬୬୫), ରୁଷିଆ (୧୯,୧୨୮), ଦକ୍ଷିଣ ଆଫ୍ରିକା (୧୫,୮୫୭), ଆର୍ଜେଣ୍ଟିନା (୧୨,୬୫୬), ଚିଲି (୧୨,୧୯୯) ଏବଂ ଇକ୍ୟୁଏଡର୍ (୧୧,୦୪୪)।

Share. Facebook Twitter LinkedIn Email WhatsApp Copy Link

Related Posts

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025
Latest News

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.