Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର ନିର୍ବାଚନ ଲାଗି ଏନ୍‌ଡିଏର ଆସନ ଭାଗବଣ୍ଟା : ଜାଣନ୍ତୁ କାହାକୁ ମିଳିଲା କେତେ ସିଟ୍
ଆଜିର ଖବର

ବିହାର ନିର୍ବାଚନ ଲାଗି ଏନ୍‌ଡିଏର ଆସନ ଭାଗବଣ୍ଟା : ଜାଣନ୍ତୁ କାହାକୁ ମିଳିଲା କେତେ ସିଟ୍

October 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଟନା : ବିହାର ନିର୍ବାଚନ ଲାଗି ଏନ୍‌ଡିଏର ଆସନ ଭାଗବଣ୍ଟା ଘୋଷଣା ହୋଇଛି। ଔପଚାରିକ ଭାବେ ଏହି ଘୋଷଣା କରାଯାଇଛି ।  243 ବିଶିଷ୍ଟ ବିହାର ବିଧାନସଭା ମିଳିଥିବା ସୂଚନା ଅନୁସାରେ ଜେଡିୟୁ 122ଟି  ଆସନର ପ୍ରାର୍ଥୀ ଦେବ ବୋଲି ଘୋଷଣା କରାଯାଇଛି । ତେବେ ଜେଡିୟୁ ନିଜ କୋଟାରୁ ଜୀତନରାମ ମାଝୀଙ୍କ ଦଳକୁ 7ଟି ଆସନ ଦେବ ବୋଲି ଘୋଷଣା କରିଛି ।

ଏହିପ୍ରକାରେ ଜେଡିୟୁ 115ଟି ଆସନରେ ନିର୍ବାଚନ ଲଢିବ । ସେହିପରି ବିଜେପିକୁ 121ଟି ଆସନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ହୋଇଛି । ବିଜେପି ନିଜ କୋଟାରୁ ମୁକେଶ ସହନୀଙ୍କ ବିକାଶଶୀଳ ଇନସାନ ଦଳକୁ 9ଟି ଆସନ ଦେବ ବୋଲି ସୂଚନା ରହିଛି । ଏହି ପ୍ରକାରେ ବିଜେପି 112ଟି ଆସନରେ ନିର୍ବାଚନ ଲଢିବ ବୋଲି ସୂଚନା ରହିଛି । ବିହାରରେଏନ୍‌ଡିଏର ଆସନ ଭାଗବଣ୍ଟାକୁ ନେଇ ନୀତିଶ କୁମାର ଔପଚାରିକ ଭାବେ ଏହି ଘୋଷଣା କରିଛନ୍ତି।  ନୀତିଶକୁମାରଙ୍କ ନେତୃତ୍ବରେ ଏନ୍‌ଡିଏ ବିହାର ନିର୍ବାଚନ ଲଢିବାକୁ ଯାଉଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଅକ୍ଟୋବର 28ରୁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ। ଚଳିତ ଥର ନୀତିଶ୍‌ କୁମାରଙ୍କ ନେତୃତ୍ବରେ ଏନଡିଏ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ ବିପକ୍ଷରେ ରହିଛନ୍ତି ତେଜସ୍ବୀଙ୍କ ନେତୃତ୍ବାଧୀନ ମହାମେଣ୍ଟ । ମହାମେଣ୍ଟରେ ଆରଜେଡି 144ଟି ଆସନରେ କଂଗ୍ରେସ 70ଟି ଆସନ ଓ ବାମଦଳକୁ 29ଟି ଆସନରେ ନିର୍ବାଚନ ଲଢିବେ ।

ଅପରପକ୍ଷରେ ନିର୍ବାଚନ ପୂର୍ବରୁ ଏନ୍‌ଡିଏ ଅନ୍ୟତମ ସହଯୋଗୀ ଏଲ୍‌ଜେପି ନିଜକୁ ଏନ୍‌ଡିଏରୁ ଅଲଗା କରିଛି। ଚଳିତ ଥର ଏଲ୍‌ଜେପି ଏକାକୀ ନିର୍ବାଚନ ଲଢିବ ବୋଲି ସୂଚନା ରହିଛି । ଏଲ୍‌ଜେପିର ଅଧ୍ୟକ୍ଷ ଚିରାଗ ପାଶଓ୍ବାନ୍‌ 143ଟି ଆସନରେ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛି । ତେବେ ଏଲ୍‌ଜେପି ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ସୂଚନା ରହିଛି ।  ତିନି ପର୍ଯ୍ୟାୟ ବିଶିଷ୍ଟ ବିହାର ନିର୍ବାଚନର ପରିଣାମ ନଭେମ୍ବର 10 ତାରିଖରେ ଘୋଷିତ ହେବ ।

2015 ବିଧାନସଭା ନିର୍ବାଚନରେ ମହାମେଣ୍ଟକୁ ପ୍ରବଳ ବହୁମତ ମିଳିଥିଲା । 243ଟି ବିଶିଷ୍ଟ ବିହାର ବିଧାନସଭା ଆସନରେ ମହାମେଣ୍ଟକୁ 178ଟି ଆସନ ମିଳିଥିଲା । ନୀତିଶ୍‌ କୁମାର ବିହାରର ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । ନିର୍ବାଚନର ଦୁଇ ମାସ ପରେ ଜେଡିୟୁ ମହାମେଣ୍ଟରୁ ଅଲଗା ହୋଇ ବିଜେପି ସହିତ ହାତ ମିଶାଇଥିଲା । (ଏଜେନ୍ସି)

biharelection BJP jdu ljp NDA rjd
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.