Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କର ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ
ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କର ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ

October 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Union Consumer Affairs Minister Ram Vilas Paswan. (File Photo)

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ତଥା ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥତା ଯୋଗୁଁ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ରାତି ୮ଟା ୨୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୁତ୍ର ଚିରାଗ ପାଶୱାନ ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟରେ ସେ କହିଛନ୍ତି ଯେ, ବାପା ତୁମେ ବର୍ତ୍ତମାନ ଆଉ ଏହି ଦୁନିଆରେ ନାହଁ। ହେଲେ ଆପଣ ଯେଉଁଠି ଥାଆନ୍ତୁ ମୋ ସହିତ ରହନ୍ତୁ।

ରାମ ବିଳାସ ପାଶାୱାନ ୮ ଥର ଲୋକସଭା ଏବଂ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ। ସେ ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଗତକାଲି ତାଙ୍କ ପୁତ୍ର ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ବିହାରରେ ଏକାକି ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି କରିଛନ୍ତି।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ପ୍ରମୂଖ ଶୋକ ପ୍ରକାଶ କରିଛନ୍ତି।

 

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଥରେ ଆମେରିକାକୁ ଆରମ୍ଭ ହେବ ଡାକସେବା, ଅତିରିକ୍ତ ଶୁଳ୍କ ପରେ ବନ୍ଦ କରାଯାଇଥିଲା ସେବା

October 15, 2025

ଛାତ୍ରଛାତ୍ରୀଙ୍କ ପାଇଁ ୟୁନେସ୍କୋ ଏବଂ ଆରଆଇଇ ଭୁବନେଶ୍ବର ମଧ୍ୟରେ ବୁଝାମଣା

October 15, 2025

ଆତଙ୍କବାଦ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରିଛି ଭାରତ: ଅମିତ ଶାହ

October 15, 2025

ଗୁଗୁଲ୍ ଏଆଇ ହବ୍‌ ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ: କେନ୍ଦ୍ର ମନ୍ତ୍ରୀ

October 15, 2025
Latest News

ପୁଣି ଥରେ ଆମେରିକାକୁ ଆରମ୍ଭ ହେବ ଡାକସେବା, ଅତିରିକ୍ତ ଶୁଳ୍କ ପରେ ବନ୍ଦ କରାଯାଇଥିଲା ସେବା

October 15, 2025

ପୁରୀ ଯାଉଥିଲେ ଜାଣି ରଖନ୍ତୁ, ଆଜି ମହାପ୍ରଭୃଙ୍କ ଦର୍ଶନ ଚାରି ଘଣ୍ଟା ପାଇଁ ବନ୍ଦ ରହିବ

October 15, 2025

ଜୈବିକ ଗୁଡ଼ ଉତ୍ପାଦନ ଏବଂ ସ୍ୱଚ୍ଛ ଆଖୁ ରସ ଉପରେ ଏକ କର୍ମଶାଳା ଅନୁଷ୍ଠିତ

October 15, 2025

ସହରାଞ୍ଚଳ ବିକାଶ ଏବଂ ଗତିଶୀଳତା କ୍ଷେତ୍ରରେ ଏକ ଗଭୀର ଓ ରଣନୈତିକ ସହଯୋଗ ବୈଠକ

October 15, 2025

ଜାପାନର ୮ ଜଣିଆ ପ୍ରତିନିଧି ଦଳଙ୍କ ସହ ରାଜ୍ୟ ଉନ୍ନୟନ କମିଶନରଙ୍କ ଆଲୋଚନା

October 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.