Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏକଜିଟ ପୁଲ: ବିହାର ନିର୍ବାଚନରେ ତେଜସ୍ବୀଙ୍କ ତେଜ, ମଉଳିଲା ନୀତିଶଙ୍କ ନୀତି, ଜାଣନ୍ତୁ କାହାକୁ ମିଳିବ କେତେ
ଜାତୀୟ ଖବର

ଏକଜିଟ ପୁଲ: ବିହାର ନିର୍ବାଚନରେ ତେଜସ୍ବୀଙ୍କ ତେଜ, ମଉଳିଲା ନୀତିଶଙ୍କ ନୀତି, ଜାଣନ୍ତୁ କାହାକୁ ମିଳିବ କେତେ

November 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏକଜିଟ ପୁଲ: ବିହାର ନିର୍ବାଚନରେ ତେଜସ୍ବୀଙ୍କ ତେଜ, ମଉଳିଲା ନୀତିଶଙ୍କ ନୀତି, ଜାଣନ୍ତୁ କାହାକୁ ମିଳିବ କେତେ

ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ବିହାରର ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହା ପରେ ପରେ ଆସିଛି ବିହାରର ଏକଜିଟ ପୁଲ ରେଜଲଟ। ଏହା ବର୍ତ୍ତମାନ ସମସ୍ତଙ୍କୁ ଚମକାଇ ଦେଇଛି। କାରଣ ସବୁ ଏକଜିଟ ପୁଲ ଫଳାଫଳରେ ବର୍ତ୍ତମାନ ଆରଜେଡି ବା ମହାମେଣ୍ଟର ସର୍ବାଧିକ ଆସନରେ ବିଜୟ ଲାଭ କରୁଛି। ଦ୍ବିତୀୟରେ ରହିଛି ନୀତିଶଙ୍କ ଏନଡିଏ ମେଣ୍ଟ। ବିଭିନ୍ନ ଏକଜିଟ ପୁଲର ଫଳାଫଳ ଅନୁସାରେ ବିହାରରେ କେଉଁ ଦଳ କେତେ ଆସନ ପାଇବ ତାହା ଆକଳନ କରାଯାଇଛି। ସେହି ଅନୁସାରେ

ଟାଇମସ ନାୱ ସି ଭୋଟର

ଏନଡିଏ-116, ମହାମେଣ୍ଟ-120, ଏଲଜେପି-1, ଅନ୍ୟାନ୍ୟ-6

ଜନ୍ କି ବାତ୍

ଏନଡିଏ-104, ମହାମେଣ୍ଟ-120, ଏଲଜେପି-7, ଅନ୍ୟାନ୍ୟ-4

ଟିଭି-9 ଭାରତବର୍ଷ

ଏନଡିଏ-115, ମହାମେଣ୍ଟ-120, ଏଲଜେପି-4 , ଅନ୍ୟାନ୍ୟ-4

ଇଟିଜି

ଏନଡିଏ-114, ମହାମେଣ୍ଟ-120, ଏଲଜେପି-3, ଅନ୍ୟାନ୍ୟ-6

ବିହାର ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026
Latest News

“ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି”: ପୃଥ୍ବୀରାଜ ହରିଚନ୍ଦନ

April 1, 2026

ଆଜି ଓଡିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳିତ ହେବ ‘ଓଡ଼ିଆ ପକ୍ଷ–୨୦୨୬’

April 1, 2026

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ: ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

April 1, 2026

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.