Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଖାଇବା ବିଲ୍‌ 205 ଡଲାର୍‌, ଟିପ୍ସ ମିଳିଲା 5000 ଡଲାର୍‌
ଅନ୍ତରାଷ୍ଟ୍ରୀୟ

ଖାଇବା ବିଲ୍‌ 205 ଡଲାର୍‌, ଟିପ୍ସ ମିଳିଲା 5000 ଡଲାର୍‌

December 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକା : ଯେବେ ଆମେ ହୋଟେଲ୍‌ କି ରେଷ୍ଟୁରାଣ୍ଟ ଖାଇବାକୁ ଯାଇଥାଉ ତେବେ ସେଠାକାର ସର୍ଭିସ୍‌ ଆମ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଉତ୍ତମ ଆତିଥ୍ୟେୟତା ପାଇ ଗ୍ରାହକ ବହୁତ୍‌ ବଡ ଟିପ୍ସ ଦେଇଥାନ୍ତି, ଯାହା ଚର୍ଚ୍ଚାକୁ ଆସିଥାଏ । ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଡିସେମ୍ବର 12 ତାରିଖରେ ଆମେରିକାର ପେନସେ୍ଲଭିଆର ଏକ ଇଟାଲିଅନ୍‌ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ଏତେ ରକମର ଟିପ୍ସ ଦେଇଛନ୍ତି ଯେ, ସୋସିଆଲ ମିଡରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି।

ଏଠାରେ ଜଣେ ଗ୍ରାହକ ରେଷ୍ଟୁରାଣ୍ଟର ଆତିଥ୍ୟେୟତାରେ ଖୁସି ହୋଇ ପାଞ୍ଚ ହଜାର ଡଲାର୍‌ ଟିପ୍ସ ରୂପେ ଦେଇଛନ୍ତି । ଗ୍ରାହକଙ୍କ ଖାଦ୍ୟର ବିଲ୍‌ ମାତ୍ର 205 ଡଲାର୍‌ ଆସିଥିବାବେଳେ ସେ ଟିପ୍ସ ଦେଇଛନ୍ତି ପାଞ୍ଚ ହଜାର ଡଲାର୍‌ । ପେନ୍‌ସ୍ଲେଭିଆର ଆନ୍ଥୋନୀରସ ଆଟ୍‌ ପ୍ୟାକ୍ସନ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ଏଠାକାର ଆତିଥ୍ୟେୟତାରେ ପ୍ରୀତ ହୋଇ ଏପରି ଟିପ୍ସ ଦେଇଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ରେଷ୍ଟୁରାଣ୍ଟ ଫେସବୁକ୍‌ ପେଜ୍‌ରେ ବିଲ୍‌ ସହିତ ଧନ୍ୟବାଦ୍‌ ନୋଟ୍‌ ଲେଖି ସେୟାର କରିଛି । ଏହି ପୋଷ୍ଟକୁ ଏ ପର୍ଯ୍ୟନ୍ତ 400 ଜଣ ସେୟାର କରିଥିବାବେଳେ 204ଟି କମେଣ୍ଟ ଓ 1100 ଲାଇକ୍‌ ମିଳିଛି । ସୋସିଆଲ ମିଡିଆରେ ୟୁଜର୍ସ ଏହି ପୋଷ୍ଟର ପ୍ରତିକ୍ରିୟା ରଖୁଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

Delhi Car Blast: ଦିଲ୍ଲୀ କାର ବ୍ଲାଷ୍ଟ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଲେ ଗୃହମନ୍ତ୍ରୀ

November 10, 2025

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025
Latest News

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025

Delhi Car Blast: ଦିଲ୍ଲୀ କାର ବ୍ଲାଷ୍ଟ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଲେ ଗୃହମନ୍ତ୍ରୀ

November 10, 2025

ଦିଲ୍ଲୀରେ ବଡ ଧରଣର ବିସ୍ପୋରଣ, ୮ ମୃତ, ଦିଲ୍ଲୀ ସମେତ ମୁମ୍ବାଇ, ଜୟପୁର, ଉତ୍ତରପ୍ରଦେଶରେ ହାଇ ଆଲର୍ଟ

November 10, 2025

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.