Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଜି ନିଜର ବ୍ୟକ୍ତିଗତ ରକେଟରେ ମହାକାଶ ଯାତ୍ରା କରିବେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍
ଅନ୍ତରାଷ୍ଟ୍ରୀୟ

ଆଜି ନିଜର ବ୍ୟକ୍ତିଗତ ରକେଟରେ ମହାକାଶ ଯାତ୍ରା କରିବେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍

July 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
Mandatory Credit: Photo by ALESSANDRO DI MARCO/EPA/REX/Shutterstock (8875108b) Jeff Bezos, Founder of Amazon, during the conference 'The Future of Newspapers' with the leading world players in the information industry, on the occasion of the 150 years of Italian newspaper 'La Stampa' in Turin, Italy, 21 June 2017. 'The Future of Newspapers' Conference, Torino, Italy - 21 Jun 2017

ନୂଆଦିଲ୍ଲୀ: ଆଜି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ମହାକାଶ ଯାତ୍ରା କରି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ନିଜର ବ୍ୟକ୍ତିଗତ ରକେଟ୍ ସହିତ ମହାକାଶ ଯାତ୍ରା କରିବେ। ବେଜୋସ ସୋମବାର ସକାଳେ ଇନଷ୍ଟାଗ୍ରାମରେ କହିଛନ୍ତି ଯେ ସେ, ତାଙ୍କ ଭାଇଙ୍କ ସମେତ ୪ ଜଣ ଯାତ୍ରୀ ମହାକାଶଯାନରେ ଯାତ୍ରା କରିବେ। ଏହି ଐତିହାସିକ ମହାକାଶ ଯାତ୍ରା ଆଜିଠାରୁ ଆରମ୍ଭ ହେବ।

ଏହି ଯାତ୍ରାରେ ଟେକ୍ସାସରୁ ମହାକାଶକୁ ଏକ ସଂକ୍ଷିପ୍ତ ଯାତ୍ରା ହେବ। ଆଜି ତାରିଖରେ ଆପୋଲୋ-୧୧ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା। ତେଣୁ ଆଜି ଆପୋଲୋ-୧୧ ଚନ୍ଦ୍ରରେ ପହଞ୍ଚିବାର ବାର୍ଷିକୀ ମଧ୍ୟ ପାଳନ କରାଯାଉଛି।

ଫେବୃଆରୀ ପ୍ରାରମ୍ଭରେ ବେଜୋସ୍ କହିଥିଲେ ଯେ ସେ ଅନ୍ୟ କାର୍ଯ୍ୟରେ ଅଧିକ ସମୟ ଦେବା ଏବଂ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ଉପରେ ଧ୍ୟାନ ଦେବା ପାଇଁ ଆମାଜନ ସିଇଓ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି।

ବେଜୋସ୍ ଇନଷ୍ଟାଗ୍ରାମରେ କହିଛନ୍ତି, ମହାକାଶରୁ ପୃଥିବୀକୁ ଦେଖିବା, ଆପଣଙ୍କୁ ବଦଳାଇଥାଏ, ଏହି ଗ୍ରହ ସହିତ ଆପଣଙ୍କର ସମ୍ପର୍କକୁ ବଦଳାଇଥାଏ।  ମୁଁ ଏହି ବିମାନରେ ଯାତ୍ରା କରିବାକୁ ଚାହୁଁଛି କାରଣ, ଏହା ଏଭଳି ଏକ ଜିନିଷ ଯାହା ମୁଁ ମୋ ଜୀବନରେ କରିବାକୁ ଚାହୁଁଥିଲି। ଏହା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ”

Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.