Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତର ଚୀନ୍‌ କୁ କଡା ଜବାବ: ସୀମାରେ ଶାନ୍ତି ବିନା ପାରସ୍ପରିକ ସମ୍ପର୍କରେ ଉନ୍ନତି ଅସମ୍ଭବ
ଅନ୍ତରାଷ୍ଟ୍ରୀୟ

ଭାରତର ଚୀନ୍‌ କୁ କଡା ଜବାବ: ସୀମାରେ ଶାନ୍ତି ବିନା ପାରସ୍ପରିକ ସମ୍ପର୍କରେ ଉନ୍ନତି ଅସମ୍ଭବ

September 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଖୋଲାଖୋଲି ଭାବେ ଚୀନ୍‌କୁ ଭାରତ କହିଛି ଯେ, ପରସ୍ପର ମଧ୍ୟରେ ସମ୍ପର୍କ ସେତେବେଳ ସମ୍ଭବ ହେବ, ଯେତେବେଳେ ସୀମାରେ ଶାନ୍ତି ରହିବ। ଚୀନ୍ ପକ୍ଷକୁ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ସ୍ପଷ୍ଟ କରିଛନ୍ତି ଯେ, ଆମର ସମ୍ପର୍କର ଉନ୍ନତି ପାଇଁ ସୀମା ଅଞ୍ଚଳରେ ଶାନ୍ତି ଏବଂ ଧୈର୍ଯ୍ୟ ଜରୁରୀ ଅଟେ।

ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କର ଉନ୍ନତି ତିନୋଟି ପାରସ୍ପରିକ ଉପରେ ଆଧାରିତ, ଯେଉଁଥିରେ ପାରସ୍ପରିକ ସମ୍ମାନ, ପାରସ୍ପରିକ ସମ୍ବେଦନଶୀଳତା ଏବଂ ପାରସ୍ପରିକ ଆଗ୍ରହ ଅନ୍ତର୍ଭୁକ୍ତ। ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ପ୍ରସଙ୍ଗକୁ ନେଇ ବୈଦେଶିକ ସଚିବଙ୍କ ଏଭଳି ବିବୃତ୍ତି ଆସିଛି।

କଡା ଜବାବ ଚୀନ୍‌ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟି-୨୦: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

July 11, 2026

ବୃଦ୍ଧାବସ୍ଥାରେ ଆପଣଙ୍କୁ ମିଳିବ ନିଶ୍ଚିତ ମାସିକ ପେନସନ: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 11, 2026

କର୍କଟ ରୋଗର ବିପଦ ବୃଦ୍ଧି କରେ ଲଗାତାର ବସି ରହିବା: ଜାଣନ୍ତୁ କାହିଁକି?

July 11, 2026

ବେପରୁଆ ଗାଡ଼ି ଚାଳକ ସାବଧାନ!: ମୌସୁମୀ ଅଧିବେଶନରେ ଆସୁଛି ନୂତନ ଟ୍ରାଫିକ୍ ଆଇନ

July 11, 2026
Latest News

ଆଜି ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟି-୨୦: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

July 11, 2026

ବୃଦ୍ଧାବସ୍ଥାରେ ଆପଣଙ୍କୁ ମିଳିବ ନିଶ୍ଚିତ ମାସିକ ପେନସନ: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 11, 2026

କର୍କଟ ରୋଗର ବିପଦ ବୃଦ୍ଧି କରେ ଲଗାତାର ବସି ରହିବା: ଜାଣନ୍ତୁ କାହିଁକି?

July 11, 2026

ବେପରୁଆ ଗାଡ଼ି ଚାଳକ ସାବଧାନ!: ମୌସୁମୀ ଅଧିବେଶନରେ ଆସୁଛି ନୂତନ ଟ୍ରାଫିକ୍ ଆଇନ

July 11, 2026

ପୂର୍ବତନ ସେନା କର୍ମଚାରୀଙ୍କ ପେନ୍‍ସନ୍‍ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଗୁରୁ୍ତ୍ୱ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.