Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପିଓକେରେ ଦୁର୍ଘଟଣା: ନୀଲମ ଘାଟିରେ ଖସିଲା ଯାତ୍ରୀବାହୀ ଜିପ୍, ୬ ମହିଳାଙ୍କ ପ୍ରାଣହାନି, ଅନେକ ଆହତ
ଅନ୍ତରାଷ୍ଟ୍ରୀୟ

ପିଓକେରେ ଦୁର୍ଘଟଣା: ନୀଲମ ଘାଟିରେ ଖସିଲା ଯାତ୍ରୀବାହୀ ଜିପ୍, ୬ ମହିଳାଙ୍କ ପ୍ରାଣହାନି, ଅନେକ ଆହତ

November 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରବିବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ନୀଲମ୍ ଘାଟିତ ନାଳରେ ଗୋଟିଏ ଯାତ୍ରୀବାହି ଜିପ ଖସିପଡିଛି। ଯେଉଁଥିରେ ୬ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ଘଟଣାଟି ଅପରାହ୍ନ ପ୍ରାୟ ୩ ଟା ସମୟରେ ଦୁଧନିଆଲର ଛରୀ ଅଞ୍ଚଳରେ ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ଜିପ୍ ଟି ପ୍ରାୟ ୩୦୦ ଫୁଟ ଗଭୀର ଶୁଖିଲା ଖାଲରେ ଖସିପଡିଥିଲା।

ଯାତ୍ରୀମାନେ ନୀଲମ ନଦୀ କୂଳରେ ଅବସ୍ଥିତ ଥଣ୍ଡା ପାନି ଗାଁର ବାସିନ୍ଦା ଥିଲେ। ଗାଡିଟି ଏହାର କ୍ଷମତା ଅପେକ୍ଷା ଅଧିକ ଲୋକଙ୍କୁ ନେଇ ଆସୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆହତମାନଙ୍କୁ ଦୁଧନିଆଲର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି, ଯେଉଁଠାରୁ ପାଞ୍ଚ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ମୁଜାଫରବାଦର ଏକ ଡାକ୍ତରଖାନାକୁ ପଠାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବାଧିକ ରେକର୍ଡ ଛୁଇଁଲା ସୁନା ମୂଲ୍ୟ: ଜାଣନ୍ତୁ ଡିସେମ୍ବର ୨୩ ରେ କେତେ ବଢିଲା ଦାମ

December 23, 2025

ଭାରତୀୟଙ୍କ ପାଇଁ ଚୀନ୍‌ର ବଡ଼ ନିଷ୍ପତ୍ତି!: ଆରମ୍ଭ ହେଲା ସରଳୀକୃତ ଅନଲାଇନ୍ ଭିସା ବ୍ୟବସ୍ଥା

December 23, 2025

ଆଜିଠାରୁ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 23, 2025

ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ବୈଠକ

December 23, 2025
Latest News

ସର୍ବାଧିକ ରେକର୍ଡ ଛୁଇଁଲା ସୁନା ମୂଲ୍ୟ: ଜାଣନ୍ତୁ ଡିସେମ୍ବର ୨୩ ରେ କେତେ ବଢିଲା ଦାମ

December 23, 2025

ଭାରତୀୟଙ୍କ ପାଇଁ ଚୀନ୍‌ର ବଡ଼ ନିଷ୍ପତ୍ତି!: ଆରମ୍ଭ ହେଲା ସରଳୀକୃତ ଅନଲାଇନ୍ ଭିସା ବ୍ୟବସ୍ଥା

December 23, 2025

ରାଜ୍ୟସଭାରେ ପରିବର୍ତ୍ତନ ହେବ ସଂଖ୍ୟା, ୨୦୨୬ ରେ ୭୫ଟି ଆସନ ପାଇଁ ହେବ ନିର୍ବାଚନ

December 23, 2025

ଆଜିଠାରୁ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 23, 2025

ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ବୈଠକ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.