Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାରାଲିମ୍ପିକ୍ସରେ ଚତୁର୍ଥ ପଦକ: ୧୦ ମିଟର ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ମନୀଷ ନରୱାଲଙ୍କୁ ରୌପ୍ୟ
ଅନ୍ତରାଷ୍ଟ୍ରୀୟ

ପାରାଲିମ୍ପିକ୍ସରେ ଚତୁର୍ଥ ପଦକ: ୧୦ ମିଟର ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ମନୀଷ ନରୱାଲଙ୍କୁ ରୌପ୍ୟ

August 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଦେଶ ଚତୁର୍ଥ ପଦକ ପାଇଛି। ୧୦ ମିଟର ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିଛନ୍ତି। ଏହାପୂର୍ବରୁ ମହିଳା ଇଭେଣ୍ଟରେ ଭାରତର ଅବନୀ ଲେଖରା ସ୍ୱର୍ଣ୍ଣ ଏବଂ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଥିଲେ।

ସେହିଭଳି ମହିଳା ୧୦୦ ମିଟର ଟି-୩୫ ବର୍ଗ ଦୌଡରେ ପ୍ରୀତି ପାଲ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ପାରାଲିମ୍ପିକ୍ ଗେମ୍ସର ଟ୍ରାକ୍ ଇଭେଣ୍ଟରେ ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇଥିବାରୁ ପ୍ରୀତି ଇତିହାସ ସୃଷ୍ଟି କରିଛନ୍ତି।

Olympics 2024 Paralympics 2024 Paris Paralympics Paris Paralympics 2024 Paris Paralympics 2024 Day 2
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ତିନିମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ନେଟ ଲାଭ ୩୦୭୮୩ କୋଟିକୁ ବୃଦ୍ଧି

July 19, 2025

ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫଏଫଆଇର ୫୬ତମ ସଂସ୍କରଣ

July 19, 2025

ପୌର ନିର୍ବାଚନ କାହିଁକି କଲ ନାହିଁ ? ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରୀ କଲେ ହାଇକୋର୍ଟ

July 19, 2025

ଏହି ୬ ଟି ସଂକେତରୁ ଚିହ୍ନନ୍ତୁ, ଶନି ଦେବଙ୍କ ଅଶୁଭ ଦୃଷ୍ଟି: ଦୋଷ ଦୂର ପାଇଁ ଗ୍ରହଣ କରନ୍ତୁ ଏହି ପଦକ୍ଷେପ

July 19, 2025
Latest News

ପ୍ରଥମ ତିନିମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ନେଟ ଲାଭ ୩୦୭୮୩ କୋଟିକୁ ବୃଦ୍ଧି

July 19, 2025

ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫଏଫଆଇର ୫୬ତମ ସଂସ୍କରଣ

July 19, 2025

ପୌର ନିର୍ବାଚନ କାହିଁକି କଲ ନାହିଁ ? ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରୀ କଲେ ହାଇକୋର୍ଟ

July 19, 2025

ଏହି ୬ ଟି ସଂକେତରୁ ଚିହ୍ନନ୍ତୁ, ଶନି ଦେବଙ୍କ ଅଶୁଭ ଦୃଷ୍ଟି: ଦୋଷ ଦୂର ପାଇଁ ଗ୍ରହଣ କରନ୍ତୁ ଏହି ପଦକ୍ଷେପ

July 19, 2025

ନିଯୁକ୍ତି ସହିତ ଜଡ଼ିତ ପ୍ରୋତ୍ସାହନ ଯୋଜନା: ଚାକିରି, ଆର୍ଥିକ ଅଭିବୃଦ୍ଧି ଏବଂ ଆନୁଷ୍ଠାନିକରଣ ନିମନ୍ତେ ଏକ ପ୍ରେରକ

July 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.