Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ରାଜ୍ୟ ପାଇଁ ଗୌରବ: ଦ. ଆଫ୍ରିକାରେ ରୌପ୍ୟ ପଦକ ଜିତିଲେ ନାକଟିଦେଉଳର ଅମୀୟ
ଅନ୍ତରାଷ୍ଟ୍ରୀୟ

ରାଜ୍ୟ ପାଇଁ ଗୌରବ: ଦ. ଆଫ୍ରିକାରେ ରୌପ୍ୟ ପଦକ ଜିତିଲେ ନାକଟିଦେଉଳର ଅମୀୟ

December 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନାକଟିଦେଉଳର ଅମୀୟ
ଦକ୍ଷିଣ ଆଫ୍ରିକାରେ ୨ଟି ରୌପ୍ୟ ପଦକ ଜିତି ଗୌରବ ଆଣିଥିଲେ ଅମୀୟ, ହେଲେ ଭୁଲିଗଲା ପ୍ରଶାସନ

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଉପରମୁଣ୍ଡାର ଯୁବ ପ୍ରତିଭା ଅମିୟ କୁମାର ପ୍ରଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମଡ଼ର୍ଣ୍ଣ ପେଣ୍ଟାଥଲନ ଚମ୍ପିୟାନ ସିପରେ ଦୌଡ଼ ଯୁକ୍ତ ସନ୍ତରଣ ଓ ସୁଇମିଙ୍ଗ ଓ ସୁଟିଙ୍ଗ ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ପାଇ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗତ ଡିସେମ୍ବର ୮ ତାରିଖରୁ ୧୩ ତାରିଖ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରତି ଯୋଗିତାରେ ଅମୀୟ ଭାଗ ନେଇ ସିନିୟର ବିଭାଗରେ ୨ୟ ସ୍ଥାନ ଅଧିକାର ସହ ରୌପ୍ୟ ପଦକ ପାଇଛନ୍ତି।

ସାରା ବିଶ୍ୱର ୩୫ ଟି ଦେଶରୁ ପ୍ରତିଯୋଗୀ ଭାଗ ନେଇଥିଲେ। ଅମୀୟଙ୍କ କୋଚ ଥିଲେ ମହମ୍ମଦ ଆଜାମ। ତାଙ୍କର ଏହି ସଫଳତାରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ସେ ଆଜି ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଉପର ମୁଣ୍ଡା ଗ୍ରାମର ଅମିୟ କୁମାର ପ୍ରଧାନ ନିକଟରେ ଜାତୀୟ ଦୌଡ଼ ଯୁକ୍ତ ସନ୍ତରଣ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ପାଇ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ତରଫରୁ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିଵାକୁ ମନୋନୀତ ହୋଇଥିଲେ। ସେ ଉପରମୁଣ୍ଡା ଗ୍ରାମରେ ଅନ୍ତର୍ଯ୍ୟାମି ପ୍ରଧାନ ଓ କୁନି ପ୍ରଧାନ ଙ୍କ ପୁତ୍ର ଅଟନ୍ତି। ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଖେଳ ପ୍ରଦର୍ଶନ କରି ୪୦ ରୁ ଅଧିକ ପଦକ ହାସଲ କରିଛନ୍ତି।

ଆନ୍ତର୍ଜାତୀୟ ମଡ଼ର୍ଣ୍ଣ ପେଣ୍ଟାଥଲନ ଚମ୍ପିୟାନସିପ ଦକ୍ଷିଣ ଆଫ୍ରିକା ମିୟ କୁମାର ପ୍ରଧାନ ରୌପ୍ୟ ପଦକ
Share. Facebook Twitter LinkedIn Email WhatsApp Copy Link

Related Posts

କାଶ୍ମୀର: ସାଇବର ଠକେଇ ସହିତ ଜଡିତ ୨୨ ଟି ସ୍ଥାନରେ CIK ର ବଡ଼ ଧରଣର ଚଢାଉ

January 7, 2026

ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତର ପିଭି ସିନ୍ଧୁ

January 7, 2026

ପୁରୁଣା ଦିଲ୍ଲୀରେ ବେଆଇନ ନିର୍ମାଣ ଭଙ୍ଗା ଅଭିଯାନରେ ପଥର ଫିଙ୍ଗା ମାମଲା: ପାଞ୍ଚ ଅଟକ

January 7, 2026

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ସହିତ ମେଣ୍ଟ ଘୋଷଣା କଲା ପିଏମକେ

January 7, 2026
Latest News

କାଶ୍ମୀର: ସାଇବର ଠକେଇ ସହିତ ଜଡିତ ୨୨ ଟି ସ୍ଥାନରେ CIK ର ବଡ଼ ଧରଣର ଚଢାଉ

January 7, 2026

ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତର ପିଭି ସିନ୍ଧୁ

January 7, 2026

ପୁରୁଣା ଦିଲ୍ଲୀରେ ବେଆଇନ ନିର୍ମାଣ ଭଙ୍ଗା ଅଭିଯାନରେ ପଥର ଫିଙ୍ଗା ମାମଲା: ପାଞ୍ଚ ଅଟକ

January 7, 2026

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ସହିତ ମେଣ୍ଟ ଘୋଷଣା କଲା ପିଏମକେ

January 7, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଆଇସିସି, ଭାରତରୁ ମ୍ୟାଚ୍ ସ୍ଥାନାନ୍ତର କରିବାର ଦାବିକୁ କଲା ପ୍ରତ୍ୟାଖ୍ୟାନ

January 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.