କରୋନରେ ସଂକ୍ରମିତ ହେଲା ନବଜାତ 

Published: Mar 15, 2020, 8:58 am IST

ଲଣ୍ଡନ: କରୋନାକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢିଯାଇଛି। ଏହି ମାରାତ୍ମକ ଭାଇରସ ଯୋଗୁଁ ଏଯାଏଁ ୫୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ମିଳିଥିବା ସୂଚନାନୁସାରେ ଇଂଲଣ୍ଡରେ ଜଣେ ନବଜାତ ଶିଶୁ  ମଧ୍ୟ କରୋନା ସଂକ୍ରମଣ ହୋଇଛି। ଏହା ବିଶ୍ୱର ସର୍ବକନିଷ୍ଠ ବ୍ୟକ୍ତି କରୋନାର ଶିକାର ହୋଇଛି। ନବଜାତକୁ ହସ୍ପିଟାଲରେ ରଖାଯାଇଛି। ମା’କୁ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  (ଏଜେନ୍କି)

Related posts