Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସଫଳତାର ସହିତ ଲଞ୍ଚ ହେଲା ସ୍ପେସ୍‌ ଏକ୍ସ : ଭାବବିହ୍ବଳ ହେଲେ ଏଲନ୍‌ ମସ୍କ
ଅନ୍ତରାଷ୍ଟ୍ରୀୟ

ସଫଳତାର ସହିତ ଲଞ୍ଚ ହେଲା ସ୍ପେସ୍‌ ଏକ୍ସ : ଭାବବିହ୍ବଳ ହେଲେ ଏଲନ୍‌ ମସ୍କ

May 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଫ୍ଲୋରିଡା : ଆମେରିକାର ଜନ୍‌ ଏଫ୍‌ କେନେଡି ମହାକାଶ ବିଜ୍ଞାନ କେନ୍ଦ୍ରରୁ ଲଞ୍ଚ ହୋଇଛି ଏଲନ୍‌ ମସ୍କଙ୍କ ବହୁ ପ୍ରତୀକ୍ଷିତ ସ୍ପେସ୍‌ ଏକ୍ସ । ସଫଳତାର ସହିତ ଏହି ଲଞ୍ଚ ସମ୍ପନ୍ନ ହେବା ପରେ ଏଲନ୍‌ ମସ୍କ ଭାବବିହ୍ବଳ ହୋଇପଡିଥିଲେ । ପ୍ରଥମ ଘରୋଇ କମ୍ପାନୀ ଭାବରେ ନାସାରୁ ଲଞ୍ଚ ହୋଇଛି ଏହି ସ୍ପେଶ୍‌ ମିଶନ । ସର୍ବଦା ଶାନ୍ତ ରହୁଥିବା ମସ୍କ ଏହି ମିଶନର ସଫଳ ଲଞ୍ଚ ପରେ ଖୁସିରେ ଉତ୍‌ଫୁଲ୍ଲିତ ହୋଇଥିବା ଦେଖାଯାଇଥିଲା । ଫାଲ୍‌କନ୍‌ 9 ରକେଟ୍‌ରେ ସ୍ପେସ୍‌ ଏକ୍ସ ସଫଳତାର ସହିତ ଲଞ୍ଚ କରାଯାଇଥିଲା । ଏହି ପଦକ୍ଷେପ ଦ୍ବାରା ବିନା ସିମ୍‌ରେ ଇଣ୍ଟରନେଟ୍‌ ସେବା ପ୍ରଦାନ କରିବ ଏଲନ୍‌ ମସ୍କଙ୍କ ଟେସ୍‌ଲା ।

ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଏଲନ୍‌ ମସ୍କ । ଏହା କେବଳ ମୋ ପାଇଁ ନୁହେଁ ବରଂ ସମଗ୍ର ମାନବ ସମାଜ ପାଇଁ ଏକ ଅଦ୍ଭୁତ ପଦକ୍ଷେପ । ଦୀର୍ଘ 18 ବର୍ଷର ପରିଶ୍ରମ ସଫଳ ହୋଇଥିବାରୁ ମୁଁ ଖୁସି ଜାହିର କରିଥିଲେ ।

elonmusk spacex
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Latest News

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.