Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ବରେ କରୋନା ମୃତ୍ୟୁ 3 ଲକ୍ଷ 77 ହଜାର
ଅନ୍ତରାଷ୍ଟ୍ରୀୟ

ବିଶ୍ବରେ କରୋନା ମୃତ୍ୟୁ 3 ଲକ୍ଷ 77 ହଜାର

June 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ମହାମାରୀ କରୋନା ଏବେ ବିଶ୍ବର 213ଟି ଦେଶରେ ବ୍ୟାପିଥିବାବେଳେ ଗତ 24 ଘଣ୍ଟାରେ 1 ଲକ୍ଷ 2 ହଜାର ନୂତନ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ 3,012ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ବରେ କରୋନା ଜନିତ ମୋଟ୍‌ ମୃତ୍ୟୁ ସଂଖ୍ୟା 3 ଲକ୍ଷ 77 ହଜାରକୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 63 ଲକ୍ଷ 62 ହଜାର । ବିଶ୍ବରେ କରୋନା ଜନିତ 75 ପ୍ରତିଶତ ମାମଲା କେବଳ 13ଟି ଦେଶରୁ ଆସିଛି । ଏହି ସମସ୍ତ ଦେଶରେ କରୋନା ପୀଡ଼ିତଙ୍କ ସଂଖ୍ୟା 47.65 ଲକ୍ଷ ରହିଛି ।

କରୋନା ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ ୫୯ ହଜାର ୩୨୩ରେ ପହଞ୍ଚିଛି । ସେହିପରି ମୋଟ 1 ଲକ୍ଷ 6 ହଜାର 925 ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲ୍‌ରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାବେଳେ ବ୍ରାଜିଲ୍‌ ପରକୁ ରୁଷ୍‌ ଓ ଭାରତ ଆଦି ଦେଶ ରହିଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କିପରି ରହିଛି

  • ଆମେରିକା : ସଂକ୍ରମିତ ମାମଲା – 1,859,174, ମୃତ୍ୟୁ ସଂଖ୍ୟା – 106,923
  • ବ୍ରାଜିଲ୍‌: ସଂକ୍ରମିତ ମାମଲା – 529,018, ମୃତ୍ୟୁ ସଂଖ୍ୟା – 30,046
  • ରୁଷ୍‌: ସଂକ୍ରମିତ ମାମଲା – 414,878, ମୃତ୍ୟୁ ସଂଖ୍ୟା – 4,855
  • ସ୍ପେନ୍‌: ସଂକ୍ରମିତ ମାମଲା – 286,718, ମୃତ୍ୟୁ ସଂଖ୍ୟା – 27,127
  • ୟୁକେ: ସଂକ୍ରମିତ ମାମଲା – 276,332, ମୃତ୍ୟୁ ସଂଖ୍ୟା – 39,045
  • ଇଟଲୀ: ସଂକ୍ରମିତ ମାମଲା – 233,197, ମୃତ୍ୟୁ ସଂଖ୍ୟା – 33,475
  • ଭାରତ: ସଂକ୍ରମିତ ମାମଲା – 198,370 ମୃତ୍ୟୁ ସଂଖ୍ୟା – 5,608
  • ଫ୍ରାନ୍ସ: ସଂକ୍ରମିତ ମାମଲା – 189,220, ମୃତ୍ୟୁ ସଂଖ୍ୟା – 28,833
  • ଜର୍ମାନୀ: ସଂକ୍ରମିତ ମାମଲା – 183,765, ମୃତ୍ୟୁ ସଂଖ୍ୟା – 8,618
  • ପେରୁ: ସଂକ୍ରମିତ ମାମଲା – 170,039, ମୃତ୍ୟୁ ସଂଖ୍ୟା – 4,634
ଆମେରିକା କରୋନା ବ୍ରାଜିଲ୍‌ ଭାରତ ରୁଷ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026
Latest News

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.