Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଜବ ପ୍ରେମର ଗଜବ କାହାନୀ : ନିଜ ଦେହରେ ନିଆଁ ଲଗାଇ ଗାର୍ଲଫ୍ରେଣ୍ଡକୁ କଲେ ପ୍ରପୋଜ
ଅନ୍ତରାଷ୍ଟ୍ରୀୟ

ଅଜବ ପ୍ରେମର ଗଜବ କାହାନୀ : ନିଜ ଦେହରେ ନିଆଁ ଲଗାଇ ଗାର୍ଲଫ୍ରେଣ୍ଡକୁ କଲେ ପ୍ରପୋଜ

August 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲଣ୍ଡନ :  ପ୍ରେମିକାକୁ ମନାଇବା ପାଇଁ କିଏ କେତେ ପ୍ରକାରର ଉପାୟ ଅବଲମ୍ବନ କରିଥାଏ । କିନ୍ତୁ ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବାର ଦେଖଶଯାଇଛି । ଲଣ୍ଡନର ଜଣେ ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ ଏମିତି କାର୍ଯ୍ୟ କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ବ୍ରିଟେନର ଜଣେ ଷ୍ଟଣ୍ଟମ୍ୟାନ୍‌ ରିକି ଏସ୍‌ ଅଲଗା ଅନ୍ଦାଜରେ ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିଛନ୍ତି । ବିପଦପୂର୍ଣ୍ଣ ଉପାୟରେ ସେ ଏପରି କାର୍ଯ୍ୟ କରିଛନ୍ତି । ନିଜ ଶରୀରରେ ନିଆଁ ଲଗାଇ ଆଣ୍ଠୁରେ ବସି ନିଜ ପ୍ରେମିକାକୁ ପ୍ରପୋଜ କରିଛନ୍ତି ଏହି ବ୍ୟକ୍ତି । ତେବେ ବ୍ୟକ୍ତି ପ୍ରପୋଜ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ।

ଷ୍ଟଣ୍ଟମ୍ୟାନ୍‌ ରିକି ନିଜ ପ୍ରେମିକା କ୍ୟାଟରୀନା ଡବ୍‌ସନ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପାଇଁ ଏକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି । ନିଜେ ଜଣେ ଷ୍ଟଣ୍ଟମ୍ୟାନ୍‌ ହୋଇଥିବାରୁ ସେ ଏଥିପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ । ଦେହରେ ନିଆଁ ଲଗାଇ ପ୍ରେମିକାକୁ ପ୍ରପୋଜ କରିଥିବାବେଳେ ତାଙ୍କର କିଛି କ୍ଷତି ହୋଇନଥିବାର ଜଣାପଡିଛି ।

ଏହି ଭାଇରାଲ୍‌ ଭିଡିଓରେ ନିଆଁ ଲାଗିବା ପୂର୍ବରୁ ନିଆଁ ଲିଭାଇବା  ତଥା ସୁରକ୍ଷିତ ଉଦ୍ଧାର ହେବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ।  ଏହି ଭିଡିଓରେ ସେ ନିଜ ଦେହରେ ନିଆଁ ଲଗାଇବା ସହିତ ଆଣ୍ଠୁରେ ବସି ଥିବାର ଦେଖାଯାଇଛି ।

ରିକିଙ୍କ ଗାର୍ଲଫ୍ରେଣ୍ଡ ଜଣେ ନର୍ସ ଥିବାର ସୂଚନା ରହିଛି । ଦୁହେଁ ଅନ୍‌ଲାଇନ୍‌ରେ ସାକ୍ଷାତ ହୋଇଥିଲେ । ରିକି 27 ବର୍ଷ ଧରି ଷ୍ଟଣ୍ଟମ୍ୟାନ୍‌ର କାର୍ଯ୍ୟ କରୁଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026
Latest News

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.