Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚୀନକୁ ପଛରେ ପକାଇ ECOSOCରେ ସ୍ଥାନ ପାଇଲା ଭାରତ
ଅନ୍ତରାଷ୍ଟ୍ରୀୟ

ଚୀନକୁ ପଛରେ ପକାଇ ECOSOCରେ ସ୍ଥାନ ପାଇଲା ଭାରତ

September 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଏଲ୍‌ଏସିରେ ସୀମା ବିବାଦ ସହ ପ୍ରାୟ ପ୍ରତ୍ୟେହ ଚୀନ୍‌ର ନୂଆ ନୂଆ ଚାଲ୍‌  ଆଗରେ ମଧ୍ୟ ଭାରତ ଚୀନ୍‌କୁ ଏକ ବଡ ଝଟ୍‌କା ଦେଇଛି । ମିଳିତ ଜାତିସଂଘ ECOSOCରେ ସ୍ଥାନ ପାଇଲା ଭାରତ । ଭୋଟିଂ ବ୍ୟବସ୍ଥାରେ ଚୀନ୍‌କୁ ପଛରେ ପକାଇ ସଦ୍ୟସତା ପାଇଲା ଭାରତ । ଆର୍ଥିକ ଓ ସାମାଜିକ ପରିଷଦ (ECOSOC)ର ସଂସ୍ଥା ମିଳିତ ଜାତିସଂଘର କମିଶନ ଅନ୍‌ ଷ୍ଟେଟସ୍‌ ଅଫ୍‌ ଓ୍ବିମେନ୍‌ର ସଦସ୍ୟ ରୂପେ ନିର୍ବାଚିତ କରାଯାଇଛି । ସଂଯୁକ୍ତ ରାଷ୍ଟ୍ରରେ ଭାରତ ସ୍ଥାୟୀ ପ୍ରତିନିଧି ଟିଏସ୍‌ ତିରୁମୂର୍ତ୍ତି ଆଜି ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।

India wins seat in prestigious #ECOSOC body!

India elected Member of Commission on Status of Women #CSW. It’s a ringing endorsement of our commitment to promote gender equality and women’s empowerment in all our endeavours.

We thank member states for their support. @MEAIndia pic.twitter.com/C7cKrMxzOV

— Amb T S Tirumurti (@ambtstirumurti) September 14, 2020

ମହିଳା ସଶକ୍ତିକରଣରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଭାରତ ମନୋନୀତ ହୋଇଛି । 2021ରୁ 2025 ପର୍ଯ୍ୟନ୍ତ 4 ବର୍ଷ ସଦସ୍ୟ ଭାବେ କାର୍ଯ୍ୟ କରିବ ଭାରତ ।

ସୂଚନାଯୋଗ୍ୟ, କମିଶନ ଅନ୍‌ ଷ୍ଟେଟସ୍‌ ଅଫ୍‌ ଓ୍ବିମେନ୍‌ର ନିର୍ବାଚନରେ ଭାରତ ବ୍ୟତୀତ ଆଫଗାନିସ୍ଥାନ ଓ ଚୀନ୍‌ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ନିର୍ବାଚନ ପ୍ରକ୍ରିୟାରେ ଭାରତ ଓ ଆଫଗାନିସ୍ଥାନ ପକ୍ଷରେ 54 ସଦସ୍ୟ ଭୋଟ୍‌ ଦେଇଥିବାବେଳେ ଚୀନ୍‌କୁ ଅଧା ଭୋଟ୍‌ ମଧ୍ୟ ମିଳିପାରିନାହିଁ ।

 

india
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Latest News

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.