Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚୀନ୍‌ରେ ବ୍ୟାପୁଛି ନୂତନ ରୋଗ : ଏବେ ସୁଦ୍ଧା 3000ରୁ ଉର୍ଦ୍ଧ୍ବ ସଂକ୍ରମିତ
ଅନ୍ତରାଷ୍ଟ୍ରୀୟ

ଚୀନ୍‌ରେ ବ୍ୟାପୁଛି ନୂତନ ରୋଗ : ଏବେ ସୁଦ୍ଧା 3000ରୁ ଉର୍ଦ୍ଧ୍ବ ସଂକ୍ରମିତ

September 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚୀନ୍‌ : ଚୀନ୍‌ରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରାଇଥିବାବେଳ ଏବେ ଚୀନ୍‌ରେ ଆଉ ଏକ ଭୟଙ୍କର ବ୍ୟାକ୍ଟେରିଆଲ୍‌ ସଂକ୍ରମଣ ବ୍ୟାପୁଥିବାର ସୂଚନା ରହିଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ ଗତ ବର୍ଷ ଏକ ବାୟୋଫାର୍ମାସିଟୁକିଲ୍‌ କମ୍ପାନୀର ଲିକ୍‌ ହେତୁ ପ୍ରାୟ ହଜାର ଲୋକେ ଏହି ବ୍ୟାକ୍ଟେରିଆଲ  ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି।

ଗାନ୍ସୁପ୍ରାନ୍ତର ରାଜଧାନୀ ଲଞ୍ଜୋଓର ସ୍ବାସ୍ଥ୍ୟ ଆୟୋଗର ଘୋଷଣାନୁଯାୟୀ ପ୍ରାୟ 3 ହଜାର 245 ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପଶୁଙ୍କ ସମ୍ପର୍କରେ ଆସିବା କାରଣରୁ ଏହି ବେମାରୀ ହେଉଥିବାର ସୂଚନା ରହିଛି ।

ଝୋଙ୍ଗୁମ୍‌ ଲଞ୍ଜୋଓର ଜୈବିକ ଔଷଧ କାରଖାନାରେ ଲିକ୍‌ ହେବା ଯୋଗୁଁ 11401ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ରୋଗରେ କେହି ମୃତ୍ୟୁବରଣ କରିଥିବାର ସୂଚନା ମିଳିପାରିନାହିଁ । ଏହି ରୋଗ ଯୋଗୁଁ ଦେହରେ ଜ୍ବର ହେବା ସହିତ ମୁଣ୍ଡ ବ୍ୟାଥା, ମାଂସପେଶୀରେ ଦରଜ, ଜର ଓ ଥକ୍କା ଲାଗିଥାଏ । ଏହି ବେମାରୀକୁ ମାଲ୍‌ଟା ଜ୍ବର ବୋଲି ମଧ୍ୟ ଜଣାଯାଇଥାଏ ।

ତେବେ ଅଧିକାଂଶ ଲୋକେ ଦୂଷିତ ଖାଦ୍ୟ ଅଥବା ନିଶ୍ବାସ ଯୋଗୁଁ ଏହି ବ୍ୟାକ୍ଟେରିଆ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ।  ତେବେ ସମ୍ପୃକ୍ତ ଔଷଧ କାରଖାନାର ଦାୟିତ୍ବହୀନତା ଯୋଗୁଁ ଏହି ରୋଗ ବ୍ୟାପିଥିବାରୁ ସମ୍ପୃକ୍ତ କାରଖାନା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ମାମଲାରେ 8ଜଣଙ୍କୁ ଦଣ୍ଡିତ ମଧ୍ୟ କରାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026
Latest News

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.