Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମଣିଷଙ୍କଠାରୁ ଏହି ପ୍ରାଣୀଙ୍କଠାରେ ବ୍ୟାପିଲା କରୋନା : କରୋନା ଯୋଗୁଁ ଆମେରିକାରେ 10 ହଜାର ମିଙ୍କ୍‌ ମୃତ
ଅନ୍ତରାଷ୍ଟ୍ରୀୟ

ମଣିଷଙ୍କଠାରୁ ଏହି ପ୍ରାଣୀଙ୍କଠାରେ ବ୍ୟାପିଲା କରୋନା : କରୋନା ଯୋଗୁଁ ଆମେରିକାରେ 10 ହଜାର ମିଙ୍କ୍‌ ମୃତ

October 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକା : ଆମେରିକାର ଉଟାହ ଓ ଓ୍ବିସ୍‌କନ୍‌ସିରେ 10 ହଜାର ମିଙ୍କ୍‌ଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । କରୋନା ଭାଇରସ୍‌ ଯୋଗୁଁ ଏହି ପ୍ରାଣୀଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଉଟାହ୍‌ରେ 8 ହଜାର ମିଙ୍କ୍‌ ଓ ଓ୍ବସ୍କୋନ୍ସିନ୍‌ରେ 2ହଜାର ମିଙ୍କ୍‌ଙ୍କର ମୃତ୍ୟୁ ହୋଇଛି ।

ମିଙ୍କ୍‌ ଏକ ନେଉଳ ପ୍ରଜାତିର ପ୍ରାଣୀ। ଏମାନେ ଦେଖିବାକୁ ବହୁତ ଛୋଟ ହୋଇଥା’ନ୍ତି କିନ୍ତୁ ଏମାନଙ୍କର ଚର୍ମରେ ରେଶମୀ ବାଳ ଥାଏ । ଏହି ବାଳରେ ବିଭିନ୍ନ ପ୍ରକାରର ଡିଜାଇନ୍‌ ପ୍ରସ୍ତୁତ କରାଯାଇଥାଏ । ଜୁଲାଇ ମାସରେ ପ୍ରଥମ ଥର ପାଇଁ ଏହି ଦୁଇ ପ୍ରାନ୍ତରେ ପଶୁଙ୍କଠାରେ କରୋନା ଦେଖିବାକୁ ମିଳିଥିଲା । ମଣିଷଙ୍କଠାରୁ ପଶୁଙ୍କ ଶରୀରରେ କରୋନା ପ୍ରବେଶ କରିଛି । ତେବେ ଏତେ ସଂଖ୍ୟକ ମିଙ୍କ୍‌ଙ୍କର କିପରି ମୃତ୍ୟୁ ହେଲା, ସେନେଇ ଯାଞ୍ଚ ଚାଲିଛି । ସୂଚନାଯୋଗ୍ୟ ଉଟ୍‌ହାରେ ପ୍ରଥମଥର ପାଇଁ କରୋନାରେ ମିଙ୍କ୍‌ମାନେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)

corona
Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.