Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତୀୟ ଖାଦ୍ୟର ପ୍ରଶଂସା କଲେ ତାଇଓ୍ବାନ ରାଷ୍ଟ୍ରପତି : ଜାଣନ୍ତୁ କେଉଁ ଭାରତୀୟ ବ୍ୟଞ୍ଜନ ତାଙ୍କର ପସନ୍ଦ
ଅନ୍ତରାଷ୍ଟ୍ରୀୟ

ଭାରତୀୟ ଖାଦ୍ୟର ପ୍ରଶଂସା କଲେ ତାଇଓ୍ବାନ ରାଷ୍ଟ୍ରପତି : ଜାଣନ୍ତୁ କେଉଁ ଭାରତୀୟ ବ୍ୟଞ୍ଜନ ତାଙ୍କର ପସନ୍ଦ

October 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ତାଇଓ୍ବାନ ରାଷ୍ଟ୍ରତି ସାଇ ଇଙ୍ଗ୍‌ ଓ୍ବାନ୍‌ ଭାରତୀୟ ଖାଦ୍ୟର ପ୍ରଶଂସା କରିଛନ୍ତି । ତାଇଓ୍ବାନ୍‌ ରାଷ୍ଟ୍ରପତି ଗୁରୁବାର ଏକ ଟୁଇଟ୍‌ ଜରିଆରେ ଭାରତୀୟ ଖାଦ୍ୟ ମଧ୍ୟରେ ନିଜର ପସନ୍ଦିତା ଖାଦ୍ୟ ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି ଯେ, ତାଇଓ୍ବାନର ଲୋକେ ମଧ୍ୟ ଭାରତୀୟ ବ୍ୟଞ୍ଜନକୁ ବହୁତ ପସନ୍ଦ କରିଥା’ନ୍ତି ।

#Taiwan is lucky to be home to many Indian restaurants, & Taiwanese people love them. I always go for chana masala and naan, while #chai always takes me back to my travels in #India, and memories of a vibrant, diverse & colourful country. What are your favourite Indian dishes? pic.twitter.com/IJbf5yZFLY

— 蔡英文 Tsai Ing-wen (@iingwen) October 15, 2020

ଚଣା ମସଲା ଓ ନାନା ଖାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ।  ଏହା ସହିତ ଭାରତୀୟ ଚା’କୁ ମଧ୍ୟ ମନେ ପକାଇଛନ୍ତି । ତାଇଓ୍ବାନ୍‌ରେ ମଧ୍ୟ କିଛି ଭାରତୀୟ ରେସ୍ତୋରାଁ ରହିଛି । ତାଇଓ୍ବାନ ବାସିନ୍ଦାମାନେ ଭାରତୀୟ ଖାଦ୍ୟକୁ ପସନ୍ଦ କରିଥା’ନ୍ତି । ସେ ଚଣା ମସଲା ନାନା ଖାଇଲେ ଭାରତ ଗସ୍ତ ସମ୍ପର୍କରେ ମନେ ପକାଇଥା’ନ୍ତି ବୋଲି କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି । ଭାରତୀୟ ଖାଦ୍ୟ ଖାଇଲେ ବିବିଧତାପୂର୍ଣ୍ଣ ତଥା ରଙ୍ଗ ବେରଙ୍ଗ ଭାରତର ସ୍ମୃତି ସର୍ବଦା ତାଜା ହୋଇଯାଇଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି । ତେବେ କେଉଁ  ଭାରତୀୟ ବ୍ୟଞ୍ଜନ ତାଙ୍କର ପସନ୍ଦର ଉତ୍ତରେ ସେ ଏକ ଭାରତୀୟ ଥାଳିର ଫଟୋ ସେୟାର କରିଛନ୍ତି । ଏହି ଥାଳିରେ ଭାତ, ନାନ, ସାଲାଡ୍‌, ଚଣା ମସଲା, ସାଲାଡ୍‌ ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ମଧ୍ୟ ରହିଛି ।

Taiwan

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ତାଇଓ୍ବାନର ରାଷ୍ଟ୍ରପତି ଭାରତକୁ ନେଇ ଏକ ଟୁଇଟ୍‌ କରିବା ସହିତ । ତାଜମହଲ ପରିଦର୍ଶନର ଏକ ଫଟୋ ସେୟାର କରି ଭାରତୀୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ଟୁଇଟ୍‌ରେ ଭାରତର ସମସ୍ତ ବନ୍ଧୁଙ୍କୁ ପ୍ରଣାମ ଜଣାଇଥିଲେ ତାଇଓ୍ବାନ ରାଷ୍ଟ୍ରପତି । ଏହା ସହିତ ଭାରତର ସଂସ୍କୃତି, ସ୍ଥାପତ୍ୟକୁ ପ୍ରଶଂସା କରିଥିଲେ ।

Taiwan

ବିଦେଶର ନେତାମାନେ ଭାରତୀୟ ଖାଦ୍ୟକୁ ବେଶ୍‌ ପସନ୍ଦ କରିଥା’ନ୍ତି । ଲକ୍‌ଡାଉନ୍‌ ସମୟରେ ମେ’ ମାସରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମ୍ୟାରିସନ୍‌ ଘରେ ସିଙ୍ଗଡା ବନାଇ ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Latest News

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.