Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଫ୍ରାନ୍ସ ଚର୍ଚ୍ଚ ବାହାରେ ତିନି ଜଣଙ୍କୁ ହତ୍ୟା
ଅନ୍ତରାଷ୍ଟ୍ରୀୟ

ଫ୍ରାନ୍ସ ଚର୍ଚ୍ଚ ବାହାରେ ତିନି ଜଣଙ୍କୁ ହତ୍ୟା

October 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ୟାରିସ୍ : ଫ୍ରାନ୍ସରେ ଇସଲାମ ମୌଳବାଦୀଙ୍କ ତାଣ୍ଡବ ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ଏକ ଚର୍ଚ୍ଚ ବାହାରେ ଜଣେ ମହିଳାଙ୍କ ସମେତ 3 ଜଣଙ୍କୁ ହତ୍ୟା କରାଯାଇଛି । ଇସଲାମ ବିରୋଧୀ କାର୍ଟୁନ ସେୟାର କରିବା କାରଣରୁ ମହିଳାଙ୍କ ବେକ କାଟି ଦିଆଯାଇଥିବା ଜଣାପଡିଛି । ନାଇସ ସହରର ନଟ୍ରେ ଡାମ ଚର୍ଚ୍ଚ ବାହାରେ ଏହି ଘଟଣା ଘଟିଥିଲା । ଏହି ଆକ୍ରମଣ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତ ଜଣକ ଏକ ଧାରୁଆ ଛୁରୀରେ ଆକ୍ରମଣ କରିବାରୁ ମହିଳାଙ୍କ ସମେତ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା । ନାଇସ ସହରର ମେୟର ଏହି ଘଟଣାକୁ ଆତଙ୍କବାଦ ସହିତ ତୁଳନା କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ପୋଲିସ ଏବଂ ଦମକଳ ବାହିନୀ ମୁତୟନ କରାଯାଇଛି ।

ନିକଟରେ ମହମ୍ମଦଙ୍କ କାର୍ଟୁନ ଦେଖାଇଥିବା କାରଣରୁ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ବେଳେ ଏହି ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳି ମାଡ଼: ବଡ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

October 7, 2025

କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ‘ସର୍ଦ୍ଦାର@୧୫୦ ୟୁନିଟି ମାର୍ଚ୍ଚ’ ଆରମ୍ଭ

October 7, 2025

ଭାରତ ଗବେଷଣା ପରିଦର୍ଶନ-୨୦୨୫ ର ଶୁଭାରମ୍ଭ କଲେ ସାବିତ୍ରୀ ଠାକୁର

October 7, 2025

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଏକ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 7, 2025
Latest News

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳି ମାଡ଼: ବଡ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

October 7, 2025

ଜୈବିକ କୃଷିର ବିକାଶ: କୃଷକଙ୍କ ସଶକ୍ତିକରଣ, ଗ୍ରାମୀଣ ଭାରତର ସଶକ୍ତୀକରଣ

October 7, 2025

ଏସିଆର ପ୍ରମୁଖ ଟେଲିକମ୍ କାର୍ଯ୍ୟକ୍ରମ ଆଇଏମସି ୨୦୨୫ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

October 7, 2025

ଖୁବ ଶିଘ୍ର ଶ୍ରୀମୟୀ ମିଶ୍ର ଏହି ଦଳରେ ଦେବେ ଯୋଗ !! ମିଳୁଛି ବଡ ଅଫର

October 7, 2025

କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ‘ସର୍ଦ୍ଦାର@୧୫୦ ୟୁନିଟି ମାର୍ଚ୍ଚ’ ଆରମ୍ଭ

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.