Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏମିତି ଏକ ରେଷ୍ଟୁରାଣ୍ଟ, ଯେଉଁଠାରେ ଭୂତ କରନ୍ତି ଖାଦ୍ୟ ପରିବେଷଣ, ଜାଣନ୍ତୁ କେଉଁଠି ଅଛି ଏହି ରେଷ୍ଟୁରାଣ୍ଟ
ଅନ୍ତରାଷ୍ଟ୍ରୀୟ

ଏମିତି ଏକ ରେଷ୍ଟୁରାଣ୍ଟ, ଯେଉଁଠାରେ ଭୂତ କରନ୍ତି ଖାଦ୍ୟ ପରିବେଷଣ, ଜାଣନ୍ତୁ କେଉଁଠି ଅଛି ଏହି ରେଷ୍ଟୁରାଣ୍ଟ

November 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସ୍ପେନ : ଦୁନିଆରେ ବହୁତ କିଛି ଅଜବ ଜିନିଷ ରହିଥାଏ, ଯାହାକୁ ଜାଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ । ଆସନ୍ତୁ ଜାଣିବା ଏକ ଅଜବ ରେଷ୍ଟୁରାଣ୍ଟ ବିଷୟରେ । ଯେଉଁଠାରେ ଖାଦ୍ୟ ଖାଇଲେ ଭୟରେ ଥରିଯିବେ । ଏହି ରେଷ୍ଟୁରାଣ୍ଟରେ ଖାଦ୍ୟ ପରିବେଷଣ କୌଣସି ମନୁଷ୍ୟ ନୁହେଁ ବରଂ ଭୂତମାନେ କରିଥା’ନ୍ତି । ଏହି ରେଷ୍ଟୁରାଣ୍ଟରେ ଅତିଥିମାନଙ୍କୁ ସ୍ବାଗତ ରକ୍ତରେ ଜୁଡୁବୁଡ ଛୁରୀ ଦ୍ବାରା କରାଯାଇଥାଏ ।  ଏହି ପରି ଏକ ରେଷ୍ଟୁରାଣ୍ଟ ସ୍ପେନ୍‌ ଲା ମାସିଆ ଏଙ୍କାଟେଣ୍ଡାରେ ରହିଛି । ଐତିହାସିକ ବସ୍ତୁ ଦ୍ବାରା ପ୍ରେରିତ ଏହି ରେଷ୍ଟୁରାଲ୍‌ରେ କନସ୍ପେଟ । ତେବେ ଏଠାରେ କୌଣସି ଅସଲି ଭୂତ ନାହାନ୍ତି ବରଂ ଏଠାକାର କର୍ମଚାରୀମାନେ ନିଜକୁ ଭୂତ ବେଶରେ ସଜ୍ଜାଇ ଥା’ନ୍ତି । ଲୋକଙ୍କୁ ହରର୍‌ର ପୂରା ତ୍‌ଡକା ଦେବା ପାଇଁ ଏଠାରେ ସମସ୍ତ ପ୍ରକାରର ବ୍ୟବସ୍ଥାକରାଯାଇଥାଏ । 17ଶତାବ୍ଦୀରେ ଜୋସେଫ୍‌ ମା ରିଏସ୍‌  ମାସିଆ ଓ ସୁରୋକା ନେ ମାସିଆ ସେଣ୍ଟା ରୋଜା ନିର୍ମାଣ କରିଥିଲେ । ଏହାପରେ ଏହି ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ଦେଖାଦେଇଥିଲା । ବିବାଦକୁ ଦେଖି ରିଏସ ଓ ସୁରେକା କଏନ୍‌ ଜରିଆରେ ନିଜର ଭାଗ୍ୟପରୀକ୍ଷା କରିଥିଲେ । ଏଥିରେ ରିଏସ୍‌ ହାରିଯାଇଥିଲେ । ଏହାପରେ ଦୁହେଁ ଏହି ଘରକୁ ଛାଡି ଦେଇଥିଲେ । ଏହାପରେ ମାସିଆ ସେଣ୍ଟା ରୋଜା ଏକ ଧ୍ବଂସାବଶେଷରେ ପରିଣତ ହେଲା । ପ୍ରାୟ ଦୁଇ ବର୍ଷ ପରେ ଏହି ଧ୍ବଂସାବଶେଷରେ ଏକ କୋଠା ନିର୍ମାଣ ହୋଇଥିଲା । ସୁରେକାଙ୍କ ପରିବାର 1970 ମସିହାରେ ଏଠାରେ ରେଷ୍ଟୁରାଣ୍ଟ ନିର୍ମାଣ କଲେ । ଏହି ରେଷ୍ଟୁରାଣ୍ଟରୁ ଥିମ୍‌ଭାବେ ଭୂତକୁ ନିଆଯାଇଥିଲା ।

ଏହି ହୋଟେଲ୍‌ରେ ଓ୍ବେଟର ଭୂତ ବେଶରେ ସଜ୍ଜେଇ ହୋଇ ଅତିଥିଙ୍କୁ ଖାଦ୍ୟ ପରିବେଷଣ ସହ ଆତିଥ୍ୟୟେତା ପ୍ରଦାନ କରିଥା’ନ୍ତି। ଏଠାରେ କେବଳ ତିନି ଘଣ୍ଟାରେ ଖାଦ୍ୟ ପରିବେଶଣ କରାଯାଇଥାଏ । ଏଠାରେ 60ଟି ସିଟ୍‌ ରହିଛି । ଏହାକୁ ପୂର୍ବରୁ ବୁକିଂ କରିବାକୁ ପଡିଥାଏ । ରେଷ୍ଟୁରାଣ୍ଟ ଭିତରକୁ ଗଲାବେଳେ ରକ୍ତଲଗା ଛୁରୀରେ ସ୍ବାଗତ କରାଯାଇଥାଏ । ଏହାପରେ ଏକ ହରର୍‌ ଶୋ’ ପ୍ରଦର୍ଶନ କରାଯାଇଥାଏ । ଏହି ରେଷ୍ଟୁରାଣ୍ଟରେ ଭୂତ ଜରିଆରେ ଲୋକଙ୍କୁ ଆନନ୍ଦିତ କରାଇବା ପାଇଁ ଚେଷ୍ଟା ଜାରି ରଖାଯାଇଥାଏ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Latest News

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.