ବିଜେପି ନେତା ତଥା ଭୋଜପୁରୀ ଅଭିନେତା ମନୋଜ ତିୱ୍ବାରୀ ବେଶ ଖୁସି, କାରଣ କଣ ଜାଣିଛନ୍ତି କି ?

Published: Dec 31, 2020, 11:14 am IST

ନୂଆଦିଲ୍ଲୀ, ବିଜେପିର ପୂର୍ବତନ ଦିଲ୍ଲୀ ସଭାପତି ତଥା ଭୋଜପୁରୀ ଚଳଚିତ୍ରର ଅଭିନେତା ମନୋଜ ତିୱାରୀ ବେଶ୍ ଖୁସି ଅଛନ୍ତି। ଏହାର କାରଣ ହେଲା ଯେ ସେ ଗତକାଲି ଏକ ଝିଅର ପିତା ହୋଇଛନ୍ତି। ପୁରୁଣା ବର୍ଷ ଶେଷ ହେଉ ହେଉ ତାଙ୍କ ଘରୁକୁ ଆସିଛନ୍ତି ମା ଲକ୍ଷ୍ମୀ। ସେଥିପାଇଁ ମନୋଜ ତିୱାରୀଙ୍କ ପୁରା ପରିବାର ମଧ୍ୟ ବେଶ ଖୁସି। ପୂର୍ବରୁ ମନୋଜଙ୍କ ଆଉ ଏକ ଝିଅ ଅଛନ୍ତି। ସେ ବର୍ତ୍ତମାନ ପାଠପଢାରେ ମନୋନିବେଶ କରିଛନ୍ତି। ଏ ନେଇ ମନୋଜ ନିଜେ ଟୁଇଟ୍ କରି ଏହି ସୂଚନା ଦେବା ସହିତ ଫଟୋ ମଧ୍ୟ ସେୟାର କରିଛନ୍ତି।

Related posts