Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»150 ବର୍ଷ ପରେ ଫେରିଲା ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ପ୍ରଜାତିର ପ୍ରଜାପତି
ଅନ୍ତରାଷ୍ଟ୍ରୀୟ

150 ବର୍ଷ ପରେ ଫେରିଲା ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ପ୍ରଜାତିର ପ୍ରଜାପତି

August 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରିଟେନ୍‌ : କରୋନା ମହାମାରୀ ସମୟରେ ବ୍ରିଟେନ୍‌ରେ ଏକ ଭଳ ଖବର ସାମ୍ନାକୁ ଆସିଛି । ବ୍ରିନେଟନ୍‌ର ସବୁଠୁ ଦୁର୍ଲଭ ପ୍ରଜାତିର ପ୍ରଜାପତି 150 ବର୍ଷ ପରେ ପ୍ରଥମ ଥର ପାଇଁ ନଜର ଆସିଛି । ଏହି ପ୍ରଜାପତିଟି ସବଠୁ ବଡ ନୀଳ ପ୍ରଜାତି ଅଟେ । ଏହା ପ୍ରଜାତିର ପ୍ରଜାପତି କୋଟସ୍‌ଓ୍ବାଲ୍ଡ ପାହାଡୀ ଅଞ୍ଚଳରେ ନଜର ଆସିଛି ।

विलुप्त हो चुकी थी दुर्लभ और सबसे बड़ी नीली तितली, 150 साल बाद लौटी

ଏହି ନୀଳ ପ୍ରଜାପତି 1979 ମସିହାରେ ବିଲୁପ୍ତ ଶ୍ରେଣୀଭୁକ୍ତ ହୋଇଥିଲା । ଏହାପରେ ଦ ନ୍ୟାସନାଲ୍‌ ଟ୍ରଷ୍ଟ ଲଗାତାର ଭାବରେ ଏହି ପ୍ରଜାତିଙ୍କ ପୁନଃ ପ୍ରତ୍ୟାବର୍ତ୍ତନ ପାଇଁ ଚେଷ୍ଟା ଜାରିକରିଥିଲେ । ଏଥିପାଇଁ ଗତ ବର୍ଷ ରୋଡବାରୋ କମନ୍‌ ଠାରେ 867 ଏକର ଜମି ମଧ୍ୟ ପ୍ରଦାନ କରାଯାଇଥିଲା ।

विलुप्त हो चुकी थी दुर्लभ और सबसे बड़ी नीली तितली, 150 साल बाद लौटी

ଗତ 150 ବର୍ଷ ମଧ୍ୟରେ ଏହି ପ୍ରଜାତିର ପ୍ରଜାପତି ଦେଖାଯାଇନଥିବାବେଳେ ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ଗ୍ଲୁସ୍ଟସାୟରର ରୋଡ୍‌ବୋରେ କମନ୍‌ରେ ପ୍ରାୟ 750 ପ୍ରଜାପତି ନଜର ଆସିଛନ୍ତି । ଏଥିପାଇଁ ଏକ ଟିମ୍‌ ଏହି ପାହାଡୀ ଅଞ୍ଚଳରେ ପ୍ରଜାପତିଙ୍କ ଅନୁରୂପ  ଘାସର ଗାଲିଚା ପ୍ରସ୍ତୁତ କରିଥିଲେ, ଏହା ପରେ ଶରତ ଋତୁରେ 1,100 ଲାର୍ଭା ଜନ୍ମ ହୋଇଥିଲା । ଚାରି ଦଶକ ପରେ ବିଶ୍ବରେ ବୁଲିପ୍ତହୋଇଥିବା ପ୍ରଜାପତି ପୁଣି ଥରେ ବଡ ସଂଖ୍ୟାରେ ନଜର ଆସିଛନ୍ତି । ବ୍ରିଟେନ୍‌ରେ ଏହି ଦୁର୍ଲଭ ପ୍ରଜାପତିର ପ୍ରତ୍ୟାବର୍ତ୍ତନ ନିଶ୍ଚିତ ରୂପେ ଦୁଦିଆରେ ସବୁଠୁ ସଫଳ କୀଟ ପ୍ରଜନନ ପରିଯୋଜନା ପାଲଟିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Latest News

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.