Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘କାଶ୍ମୀର ଫାଇଲସ’ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଆଣୁଛନ୍ତି ଆଉ ଏକ ଚଳଚିତ୍ର
ଆଜିର ଖବର

‘କାଶ୍ମୀର ଫାଇଲସ’ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଆଣୁଛନ୍ତି ଆଉ ଏକ ଚଳଚିତ୍ର

April 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
‘କାଶ୍ମୀର ଫାଇଲସ’ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଆଣୁଛନ୍ତି ଆଉ ଏକ ଚଳଚିତ୍ର

ମୁମ୍ବାଇ : ଚର୍ଚ୍ଚିତ ‘କାଶ୍ମୀର ଫାଇଲସ’ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ ପୁଣି ଏକ ନୂଆ ଚଳଚିତ୍ର ଆରମ୍ଭ କରିବାକୁ ଯାଉଛନ୍ତି। ତାହାର ନାମ ହେଉଛି ‘ଦିଲ୍ଲୀ ଫାଇଲସ’। କାଶ୍ମୀର ଫାଇଲସ ବକ୍ସ ଅଫିସରେ ବେଶ୍ ଭଲ ରୋଜଗାର କରିଥିବା ବେଳେ ସାରା ଦେଶରେ ମଧ୍ୟ ବଡ ଚର୍ଚ୍ଚାକୁ ଆସିଥିଲା। ଏ ପର‌୍ୟ୍ୟନ୍ତ ମଧ୍ୟ ଏହି ଚଳଚିତ୍ରକୁ ନେଇ ଚର୍ଚ୍ଚା ଜାରୀ ରହିଛି। ଏହି ଉତ୍ସାହକୁ ଦୃଷ୍ଟିରେ ରଖି ବିବେକ ତାଙ୍କର ନୂଆ ଚଳଚିତ୍ର ଆରମ୍ଭ କରିବାକୁ ଯାଉଛନ୍ତି।

ବିବେକ ଏକ ଟୁଇଟ କରି ପ୍ରକାଶ କରିଛନ୍ତି ଯେ ସେ ଖୁବ ଶୀଘ୍ର ତାଙ୍କର ଆଗାମୀ ଫିଚର ଫିଲ୍ମ ‘ଦିଲ୍ଲୀ ଫାଇଲ୍ସ’ ଉପରେ କାମ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ କାଶ୍ମୀର ଫାଇଲକୁ ଭଲ ପାଇଥିବା ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଉଛି। ଗତ ଚାରିବର୍ଷ ଧରି, ଆମେ ଅତ୍ୟଧିକ ସଚ୍ଚୋଟତା ଏବଂ ଆନ୍ତରିକତା ସହିତ ବହୁତ ପରିଶ୍ରମ କରିଥିଲୁ।

ସେ ଆହୁରି କହିଛନ୍ତି ଯେ, ଏ ନେଇ ଆମକୁ ଅନେକ ଗାଳି କରିଛନ୍ତି ସତ ହେଲେ ଆମେ କାଶ୍ମୀରୀ ହିନ୍ଦୁମାନଙ୍କ ପ୍ରତି କରାଯାଇଥିବା ନରସଂହାର ଏବଂ ଅନ୍ୟାୟ ବିଷୟରେ ଲୋକଙ୍କୁ ଅବଗତ କରାଇବା ଆମର ଲକ୍ଷ୍ୟ ଥିଲା। ବର୍ତ୍ତମାନ ଏକ ନୂତନ ଚଳଚ୍ଚିତ୍ର ରେ କାମ କରିବାର ସମୟ ଆସିଛି ବୋଲି ଅଗ୍ନିହୋତ୍ରୀ ଟ୍ୱିଟ୍ କରିଛନ୍ତି। ଏକ ଫଲୋଅପ୍ ପୋଷ୍ଟରେ ସେ ଲେଖିଛନ୍ତି, ‘ ଦିଲ୍ଲୀ ଫାଇଲସ୍’ କାହା ଉପରେ ଆଧାରିତ ହେବ ସେ ନେଇ ଆମେ ଏବେ କିଛି କହିବୁ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026
Latest News

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.