Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧନୁଷଙ୍କ ସହିତ ନଜର ଆସିବେ ନିତ୍ୟା ମେନନ
ଆଜିର ଖବର

ଧନୁଷଙ୍କ ସହିତ ନଜର ଆସିବେ ନିତ୍ୟା ମେନନ

February 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ : ତାମିଲ ସୁପରଷ୍ଟାର ଧନୁଷଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ନିତ୍ୟା ମେନନ । ଧନୁଷଙ୍କ 44ତମ ଫିଲ୍ମକୁ ମିତ୍ରନ୍‌ ଜଓ୍ବାହାର ନିର୍ଦ୍ଦେଶନା ଦେଉଥିବା ବେଳେ ସନ୍‌ ପିକ୍ଚର ଏହାର ପ୍ରଯୋଜନା କରୁଛି । ପୂର୍ବରୁ ଧନୁଷ ନିତ୍ୟାଙ୍କ ସହିତ ୟାରାଡି ନି ମୋହିନୀ, ଉଥାମା ପୁଥିରାନ୍‌ ଏବଂ କୁଟ୍ଟୀରେ ଏକତ୍ର ନଜର ଆସିଛନ୍ତି । ଧନୁଷ ଉକ୍ତ ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ଲେଖିଥିବା ବେଳେ ଏହା ଏକ ରୋମାଣ୍ଟିକ୍‌ କମେଡି ରହିବ ବୋଲି ଜଣାପଡିଛି । ମାରି ସେଲ୍‌ଭାରାଜଙ୍କ ସହିତ କର୍ଣ୍ଣନର ସୁଟିଂରେ ବ୍ୟସ୍ତ ରହିଛନ୍ତି ଧନୁଷ ।ଏହି ଫିଲ୍ମ ପରେ ଧନୁଷ କାର୍ତ୍ତିକ ନରେନ୍‌ଙ୍କ ଫିଲ୍ମ ଏବଂ ନିତ୍ୟାଙ୍କ ସହିତ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । ନିତ୍ୟା ଶେଷଥର ପାଇଁ ବଲିଉଡ୍‌ ଫିଲ୍ମ ମିଶନ ମଙ୍ଗଲରେ ନଜର ଆସିଥିବା ବେଳେ ଧନୁଷ ଅତରଙ୍ଗୀରେ ନଜର ଆସିବାକୁ ଯାଉଛନ୍ତି ।

dhanush Shriyasharan
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ କଂଗ୍ରେସକୁ ପଛରେ ପକାଇଲେ ଓୱେସି, ଫଳାଫଳ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 14, 2025

ନୂଆପଡା ଫଳାଫଳ ନେଇ ବାଣ ମାରିଲେ ଶ୍ରୀମୟୀ, କହିଲେ ଏହା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତ

November 14, 2025

ଅନ୍ତା ଉପନିର୍ବାଚନ: ବିଜେପିକୁ ବଡ଼ ଝଟକା, ବସୁନ୍ଧରା ରାଜେଙ୍କ ଗଡ଼ ଜିତିଲା କଂଗ୍ରେସ

November 14, 2025

କମିଲା ସୁନା ଦର: ଜାଣନ୍ତୁ ଆଜି ଭୁବନେଶ୍ଵରରେ କେତେ ହ୍ରାସ ପାଇଲା ସୁନାର ମୂଲ୍ୟ 

November 14, 2025
Latest News

ବିହାରରେ କଂଗ୍ରେସକୁ ପଛରେ ପକାଇଲେ ଓୱେସି, ଫଳାଫଳ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 14, 2025

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମେ ୨୨୦୦ ବିଦ୍ୟାଳୟ

November 14, 2025

ନୂଆପଡା ଫଳାଫଳ ନେଇ ବାଣ ମାରିଲେ ଶ୍ରୀମୟୀ, କହିଲେ ଏହା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତ

November 14, 2025

ଅନ୍ତା ଉପନିର୍ବାଚନ: ବିଜେପିକୁ ବଡ଼ ଝଟକା, ବସୁନ୍ଧରା ରାଜେଙ୍କ ଗଡ଼ ଜିତିଲା କଂଗ୍ରେସ

November 14, 2025

ନୂଆପଡା ଉପ ନିର୍ବାଚନ ଫଳାଫଳ: ସରିଲା ୧୫ ରାଉଣ୍ଡ ଗଣତି, ଜାଣନ୍ତୁ ବିଜେପି-ବିଜେଡ଼ି-କଂଗ୍ରେସର ସ୍ଥିତି

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.