Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିଲ୍ମ ‘ମିମି’ ପାଇଁ ଓଜନ ବଢାଇଲେ କୃତି,  ଫଟୋ ସେୟାର କରି ପୁରୁଣା ଦିନକୁ ମନେ ପକାଇଲେ କୃତି
ଆଜିର ଖବର

ଫିଲ୍ମ ‘ମିମି’ ପାଇଁ ଓଜନ ବଢାଇଲେ କୃତି,  ଫଟୋ ସେୟାର କରି ପୁରୁଣା ଦିନକୁ ମନେ ପକାଇଲେ କୃତି

February 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଅଭିନେତ୍ରୀ କୃତି ସାନୋନ୍‌ ଅପକମିଙ୍ଗ୍‌ ଫିଲ୍ମ ‘ମିମି’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଏହି ଫିଲଲ୍ମ ପାଇଁ କୃତି 15 କିଲୋ ଓଜନ ବଢାଇଛନ୍ତି । ଏହି ଫିଲ୍ମରେ କୃତି ଜଣେ ସରୋଗେଟ୍‌ ମଦର୍‌ ଭୂମିକାରେ ନଜର ଆସିବେ ।  ନିକଟରେ କୃତି ନିଜର ଏକ ପୁରୁଣା ଫଟୋକୁ ସେୟାର କରି ଲେଖିଛନ୍ତି ଯେ,  ନିଜ ଚରିତ୍ରକୁ ସଠିକ୍‌ ରୂପେ ଉପସ୍ଥାପନ କରିବା ପାଇଁ ଆମକୁ ନିଜ ଓଜନ ବଢାଇବାକୁ ପଡିଥାଏ । କିନ୍ତୁ ମୋତେ ମୋ’ ପୁରୁଣା ସେକ୍ସି ଚେହେରା ହିଁ ପସନ୍ଦ, ବହୁତ ଶୀଘ୍ର ମୁଁ ମୋ’ର ପୁରୁଣା ଲୁକ୍‌ରେ ନଜର ଆସିବି ।’  ଫିଲ୍ମଟିର ଶୁଟିଂର ପୂରା ହୋଇନଥିବାରୁ ଏବେ କୃତି ଏକ୍ସରସାଇଜ୍‌ କରିବେ ନାହିଁ ବୋଲି କହିଛନ୍ତି । ‘ମିମି’ ମରାଠୀ ଫିଲ୍ମ ‘ମଲା ଆଇ ଭାୟଚାଲ୍‌’ ଉପରେ ଆଧାରିତ । 2011ରେ ନିର୍ମିତ ଏହି ଫିଲ୍ଟି ସର୍ବଶ୍ରେଷ୍ଠ ଫିଲ୍ମ ଭାବେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ ହୋଇଥିଲ । ‘ମିମି’ ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଲକ୍ଷ୍ମଣ ଉତେର୍‌କର । ଏହି ଫିଲ୍ମରେ କୃତିଙ୍କ ବ୍ୟତୀତ୍‌ ପଙ୍କଜ ତ୍ରିପାଠୀ ମଧ୍ୟ ଅଭିନୟ କରୁଛନ୍ତି । ଫିଲ୍ମଟି ଜୁଲାଇ 20ରେ ପରଦାକୁ ଆସିବାର ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

February 8, 2026

ନବୀନଙ୍କ ବଡ କାର୍ଯ୍ୟାନୁଷ୍ଠାନ: ଦଳ ବିରୋଧୀ କାର୍ଯ୍ୟ ପାଇଁ ପୁଣି ଜଣେ ନିଲମ୍ବନ

February 8, 2026

ପାକିସ୍ତାନର କେତୋଟି ସହର ଦଖଲ କରିଛି ବେଲୁଚ୍ ସେନା: ପଡୋଶୀ ଦେଶର ମୋଟ କେତେ ଅଂଶ?

February 8, 2026

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026
Latest News

ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

February 8, 2026

ନିଷ୍ପତ୍ତି ବଦଳାଇପାରେ ପିସିବି: ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ବଡ଼ ଅପଡେଟ୍

February 8, 2026

କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପାକିସ୍ତାନ ଲିଙ୍କ୍?: ତଦନ୍ତ ଉପରେ ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

February 8, 2026

ନବୀନଙ୍କ ବଡ କାର୍ଯ୍ୟାନୁଷ୍ଠାନ: ଦଳ ବିରୋଧୀ କାର୍ଯ୍ୟ ପାଇଁ ପୁଣି ଜଣେ ନିଲମ୍ବନ

February 8, 2026

ପାକିସ୍ତାନର କେତୋଟି ସହର ଦଖଲ କରିଛି ବେଲୁଚ୍ ସେନା: ପଡୋଶୀ ଦେଶର ମୋଟ କେତେ ଅଂଶ?

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.