Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ବକ୍ସ ଅଫିସ୍‌ରେ ବିକିଙ୍କ ସହ ଆୟୁଷ୍ମାନଙ୍କ ଲଢେଇ
ଆଜିର ଖବର

ଆଜି ବକ୍ସ ଅଫିସ୍‌ରେ ବିକିଙ୍କ ସହ ଆୟୁଷ୍ମାନଙ୍କ ଲଢେଇ

February 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍‌ ହେଉଛି ଦୁଇଟି ବଡ଼ ଫିଲ୍ମ । ବିକି କୌଶଲ୍‌ଙ୍କ ହରର୍‌ ଫିଲ୍ମ ‘ଭୂତ୍‌- ପାର୍ଟ ଓ୍ବାନ୍‌’ ସହିତ ରହିଛି ଆୟୁଷ୍ମାନ୍‌ ଖୁରାନାଙ୍କ କମେଡ଼ି ଫିଲ୍ମ ‘ଶୁଭ୍‌ ମଙ୍ଗଲ୍‌ ଜ୍ୟାଦା ସାବଧାନ’।  ପୂର୍ବରୁ ଆୟୁଷ୍ମାନଙ୍କ କମେଡି ଫିଲ୍ମ ‘ଡ୍ରିମ୍‌ ଗାର୍ଲ’ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିବାବେଳେ ଏହି ଫିଲ୍ମଟିକୁ ନେଇ ମଧ୍ୟ ଦର୍ଶକେ ବେଶ୍‌ ଆଶାବାଦୀ ରହିଛନ୍ତି । କିନ୍ତୁ ଏହି ଫିଲ୍ମର ଷ୍ଟୋରୀ ଟିକେ ହଟ୍‌କେ ରହିଛି । ଫିଲ୍ମରେ ଆୟୁଷ୍ମାନ ଗେ’ ଚରିତ୍ରରେ ନଜର ଆସୁଥିବାବେଳେ ସମଲିଙ୍ଗୀ ସମ୍ପର୍କକୁ ଦର୍ଶାଯାଇଛି । ଜିତେନ୍‌ କେବଲିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୀନା ଗୁପ୍ତା, ଗଜରାଜ ରାଓ ଓ ଜିତେନ୍ଦ୍ର କୁମାର ପ୍ରମୁଖ ଅଭିନୟ କରିଛନ୍ତି ।

ସେହିପରି ଆଜି ରିଲିଜ୍‌ ହେଉଥିବା ଅନ୍ୟ ଏକ ଫିଲ୍ମ ହେଉଛି ହରର୍‌ ଫିଲ୍ମ ‘ଭୂତ – ପାର୍ଟ ଓ୍ବାନ’। କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିକିଙ୍କ ବ୍ୟତୀତ ଭୂମି ପେଣ୍ଡେନକର୍‌ ପ୍ରମୁଖ ନଜର ଆସିବେ ।  ଫିଲ୍ମର ଟ୍ରେଲର୍‌କୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବାବେଳେ ପରଦା ଉପରେ ଦର୍ଶକଙ୍କୁ କେତେ ଡରାଉଛି, ତାହା ଦେଖିବାକୁ ରହିଥିବାବେଳେ ବିକି ଓ ଆୟୁଷ୍ମାନଙ୍କ ଭିତରୁ କିଏ ବାଜି ମାରୁଛି, ଏହାକୁ ନେଇ ଦର୍ଶକଙ୍କ ମହଲରେ ବେଶ୍‌ ଉତ୍କଣ୍ଠା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କର୍ଣ୍ଣାଟକରେ ରାସ୍ତାକୁ ଓହ୍ଲାଇଲେ ଆଖୁ ଚାଷୀ: ସରକାରଙ୍କ ବିରୁଦ୍ଧରେ ଦେଲେ ସ୍ଲୋଗାନ

November 12, 2025

ICC ODI Ranking: ଖସିଲେ ବାବର ଆଜମ, ଉପରକୁ ଉଠିଲେ ବିରାଟ କୋହଲି

November 12, 2025

SIP Inflows: ବଜାର ଅସ୍ଥିରତା ସତ୍ବେ ବୃଦ୍ଧି ପାଇଲା ଏସଆଇପି ଜମା, ଜାଣନ୍ତୁ କେତେ

November 12, 2025

SIR ଉପରେ ରାଜନୈତିକ ବିବାଦ ଜାରି: ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଲେ ଶୁଭେନ୍ଦୁ ଅଧିକାରୀ

November 12, 2025
Latest News

Children Festival Suravi ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ ୨୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ

November 12, 2025

କର୍ଣ୍ଣାଟକରେ ରାସ୍ତାକୁ ଓହ୍ଲାଇଲେ ଆଖୁ ଚାଷୀ: ସରକାରଙ୍କ ବିରୁଦ୍ଧରେ ଦେଲେ ସ୍ଲୋଗାନ

November 12, 2025

ICC ODI Ranking: ଖସିଲେ ବାବର ଆଜମ, ଉପରକୁ ଉଠିଲେ ବିରାଟ କୋହଲି

November 12, 2025

IND-SA T20 Match Preparation: ବାରବାଟୀରେ ହେବାକୁ ଥିବା ମ୍ୟାଚ୍ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

November 12, 2025

SIP Inflows: ବଜାର ଅସ୍ଥିରତା ସତ୍ବେ ବୃଦ୍ଧି ପାଇଲା ଏସଆଇପି ଜମା, ଜାଣନ୍ତୁ କେତେ

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.