Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଲଦୀପ୍‌ରେ ଛୁଟି ମନାଇ ବେଶ୍‌ ରୋମାଣ୍ଟିକ୍‌ ହେଲେ ବିପ୍ସ-କରନ୍‌
ଆଜିର ଖବର

ମାଲଦୀପ୍‌ରେ ଛୁଟି ମନାଇ ବେଶ୍‌ ରୋମାଣ୍ଟିକ୍‌ ହେଲେ ବିପ୍ସ-କରନ୍‌

February 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବଲିଉଡ୍‌ର ରୋମାଣ୍ଟିକ୍‌ କପଲ୍‌ ବିପାଶା ବସୁ ଓ କରନ୍‌ ସିଂ ଗ୍ରୋଭର୍‌ ଏବେ ମାଲ୍ଦୀପ୍‌ରେ ଛୁଟି ମନାଉଛନ୍ତି। ଗତକାଲି କରନ୍‌ଙ୍କ ଜନ୍ମଦିନ ଅବସରରେ ଏହି ଦୁଇ ସେଲିବ୍ରିଟି ସେଲିବ୍ରେଟ୍‌ କରୁଥିବାର ନଜର ଆସିଥିଲେ। ଇନଷ୍ଟାଗ୍ରାମ୍‌ରେ ବିପାଶା ସ୍ବାମୀଙ୍କ ଛୁଟି ମନାଉଥିବାର ଫଟୋ ସେୟାର କରିଛନ୍ତି । ଫଟୋରେ ଦୁହେଁ ସୁମିଂ ପୁଲ୍‌ରେ ମସ୍ତି କରୁଥିବାର ନଜର ଆସିଛନ୍ତି । ଏହି ଅବସରରେ ଦୁହେଁ ରୋମାଣ୍ଟିକ୍‌ ପୋଜ୍‌ ଦେଉଥିବାର ନଜର ଆସିଥିଲେ। ଏକ ଫଟୋରେ ଦୁହେଁ ଦୁହିଁଙ୍କୁ ଲିପ୍‌ କିସ୍‌ କରୁଥିବାବେଳେ ଏହି ଫଟୋଟି ବେଶ୍‌ ଭାଇରାଲ୍‌ ହୋଇଛି ।

ସୁଇମିଂ ପୁଲ୍‌ରେ ବ୍ଲାକ୍‌ ବିକିନୀ ସହିତ ସନ୍‌ଗ୍ଲାସ୍‌ରେ ବିପାଶା ବେଶ୍‌ ଷ୍ଟନିଂ ଅବତାରରେ ନଜର ଆସିଥିବାବେଳେ କରନ୍‌ ବିନା ସାର୍ଟରେ ନଜର ଆସିଥିଲେ । ସୁଇମ୍‌ ପୁଲ୍‌ରେ ଫ୍ଲୋଟିଂ ଅବସରରେ ଦୁହେଁ ବ୍ରେକ୍‌ଫାଷ୍ଟ ମଧ୍ୟ କରିଥିଲେ । ଏହି ଯୋଡି ଇନ୍‌ଷ୍ଟା ଷ୍ଟୋରୀରେ ଫ୍ଲୋଟିଂ ବ୍ରେକ୍‌ଫାଷ୍ଟ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ବିପ୍ସ ଓ କରନ୍‌ଙ୍କ ସିଜିଲିଂ କେମେଷ୍ଟ୍ରି ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି । ସୂଚନାଯୋଗ୍ୟ, କରନ୍‌ ସିଂହ ଗ୍ରୋଭର୍‌ 2016 ମସିହାରେ ବିପାଶାଙ୍କୁ ବିବାହ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026
Latest News

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.