Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଲିଉଡ୍‌ରେ କରେନା ଭୟ : ଫିଲ୍ମ ଶୁଟିଂକୁ ରଦ୍ଦ କଲେ କରନ୍‌
ଆଜିର ଖବର

ବଲିଉଡ୍‌ରେ କରେନା ଭୟ : ଫିଲ୍ମ ଶୁଟିଂକୁ ରଦ୍ଦ କଲେ କରନ୍‌

March 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବରେ ଏବେ କୋକୁଆ ଅବସ୍ଥା। ଏହି ପ୍ରାଣଘାତୀ ଭାଇରସ କବଳରୁ ସତର୍କ ରହିବା ପାଇଁ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ 39 ସଂକ୍ରମିତଙ୍କ ଖବର ରହିଛି। ଏନେଇ ଏବେ ସମେସ୍ତ ଏହି ଭାଇରସ ପାଇଁ ସତର୍କ ରହୁଛନ୍ତି।  କରେନାନା ଭାଇସର୍‌ ପାଇଁ ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ୍‌ ଖାନ୍‌ ଅପକମିଙ୍ଗ ଫିଲ୍ମ ‘ରାଧେ’ର ଶୁଟିଂ ମଧ୍ୟ ରଦ୍ଦ କରିଛନ୍ତି। ସଲମାନ ଖାନଙ୍କ ପରେ ଅକ୍ଷୟ କୁମାରଙ୍କ ପୃଥ୍ବୀରାଜ ଓ କରନ୍‌ ଜୋହରଙ୍କ ଫିଲ୍ମ ‘ତକ୍ଷ୍‌ତ’ ଶୁଟିଂ ମଧ୍ୟ ରଦ୍ଦ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ‘ରାଧେ’ର ଫିଲ୍ମର କିଛି ଶୁଟିଂ ଥାଇଲାଣ୍ଡରେ ହେବାକୁ  ଥିବାବେଳେ କରୋନା ଭାଇରସ ବ୍ୟାପୁଥିବାର ସଲମାନ ଖାନ୍‌ ଶୁଟିଂ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’ର ଶୁଟିଂ ରାଜସ୍ଥାନରେ ହେଉଥିବାବେଳେ ଏବେ ଏହାକୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି। ସେହିପରି କରନ୍‌ ଜୋହରଙ୍କ ଫିଲ୍ମ ‘ତକ୍ଷ୍‌ତ’ର ଶୁଟିଂ ଜୈସେମେଲରରେ ହେବାକୁ ଥିବାବେଳେ ଏହାର ଶୁଟିଂ ବନ୍ଦ ରଖାଯାଇଛି।

ସେହିପରି କରୋନା ଭାଇରସର ପ୍ରଭାବ ମଧ୍ୟ ଫିଲ୍ମ ବ୍ୟବସାୟ ଉପରେ ପଡିଛି। ନିକଟରେ ରିଲିଜ୍‌ ହୋଇଥିବା ଟାଇଗର ଶ୍ରଦ୍ଧାଙ୍କ ଫିଲ୍ମ ‘ବାଗୀ 3’ର  ଉପରେ ଏହାକୁ ଅସର ଦେଖିବାକୁ ମିଳିଛି । କରୋନା ଭାଇରସକୁ ଡରି ଲୋକେ ଫିଲ୍ମ କମ୍‌ ଦେଖୁଥିବାର ଜଣାପଡିଛି। ସାମୂହିକ ମିଳନ ବା ଏକାଠି ହେଲେ ଏହି ଭାଇରସ୍‌ ବ୍ୟାପିବାର ଆଶଙ୍କା ଅଧିକ ରହିଥିବାରୁ ଲୋକମାନେ ମେଳା, ଉତ୍ସବ ତଥା ଫିଲ୍ମ ଆଦିକୁ ଯିବାକୁ ଡରୁଥିବାର ଦେଖାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025
Latest News

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.