Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»60 ବର୍ଷରେ ପାଦ ଦେଲେ ଏହି ଦକ୍ଷିଣ ଭାରତୀୟ ଅଭିନେତା
ଆଜିର ଖବର

60 ବର୍ଷରେ ପାଦ ଦେଲେ ଏହି ଦକ୍ଷିଣ ଭାରତୀୟ ଅଭିନେତା

May 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଥିରୁଅନନ୍ତପୁରମ୍‌ : ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲ୍‌ ଆଜି 60 ବର୍ଷରେ ପଦାର୍ପଣ କରିଛନ୍ତି । 1960 ମସିହା ମେ 21 ତାରିଖରେ କେରଳର ପଥନମ୍‌ଥିଟ୍ଟାର ଏଲାନ୍‌ପୁରରେ ଜନ୍ମ ହୋଇଥିଲେ ଏହି ଅଭିନେତା । ପିତା ବିଶ୍ବନାଥ ନାୟାର କେରଳ ସରକାରଙ୍କ ଆଇନ ସଚିବ ଥିଲେ ଏବଂ କେରଳର ମହତ୍ମା ଗାନ୍ଧୀ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ମୋହନଲାଲ । 5 ଥର ଜାତୀୟ ପୁରସ୍କାର ହାସଲ କରିଥିବା ମୋହନଲାଲଙ୍କୁ 2019ରେପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।ଏହ ବ୍ୟତିତ 2001ରେ ମୋହନଲାଲଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।

1978ରେ ତାଙ୍କ ପ୍ରଥମ ମଲୟାଲମ୍‌ ଫିଲ୍ମ ‘ଥିରାନୋତ୍ତମ୍‌’ ରିଲିଜ୍‌ ହୋଇଥିଲା । ତେବେ ‘ମଂଜିଲ୍‌ ବ୍ରିନ୍ଜାଲ୍‌ ପୋକାଲ୍‌’ ଚଳଚ୍ଚିତ୍ରରେ ନକାରାତ୍ମକ ଚରିତ୍ରରେ ଅଭିନୟ ପାଇଁ ଚର୍ଚ୍ଚାକୁ ଆସିଥିଲେ ମୋହନଲାଲ । 1986-2000 ମସିହା ମଧ୍ୟରେ ମୋହନଲାଲ ନିଜ କ୍ୟାରିୟରରେ ଅବିଶ୍ବସନୀୟ ସଫଳତା ପାଇଥିଲେ । ଏହି ସମୟରେ ଏକାଧିକ ବକ୍ସ ଅଫିସ୍‌ ସଫଳତା ସହିତ 4ଟି ଜାତୀୟ ପୁରସ୍କାର ହାସଲ କରିଥିଲେ । ମାଲାୟଲମ୍‌ ଇଣ୍ଡଷ୍ଟ୍ରିର ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ପ୍ରଥମ 5ଟି ସ୍ଥାନରେ ମୋହନଲାଲଙ୍କ ଫିଲ୍ମ ରହିଛି । ଏହା ସହିତ ମାଲାୟଲମ୍‌ ଇଣ୍ଡଷ୍ଟ୍ରୀର ଏକମାତ୍ର 200 କୋଟି ଫିଲ୍ମ ଲୁସିଫରରେ ମୋହନଲାଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । 300ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବା ମୋହନ ଲାଲଙ୍କ ଅଭିନୀତ କିଛି ଶ୍ରେଷ୍ଠ ଚଳଚିତ୍ର ହେଉଛି କୀରିଦମ୍‌, ଭାରଥମ୍‌, ବାନପ୍ରସ୍ଥମ୍‌, ଜନତା ଗ୍ୟାରେଜ୍‌, ମୁନିଥ୍ରିଭଲ୍ଲିକାଲଥାଲିରକୁମ୍ବୋଲ, ପୁଲି ମୁରୁଗନ, ଲୁସିଫର ଓଡିୟାନ୍‌ ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟର କେନ୍ଦୁପତ୍ର କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ ପ୍ୟାକେଜ୍ ପ୍ରଦାନ

November 21, 2025

ଖାଦ୍ୟଶସ୍ୟ ଉତ୍ପାଦନରେ ଭାଙ୍ଗିଲା ସମସ୍ତ ରେକର୍ଡ: କୃଷି କ୍ଷେତ୍ରର ସଫଳତାର ନୂତନ ଅଧ୍ୟାୟ

November 21, 2025

ଐତିହାସିକ ପରେଡ୍‌ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ

November 21, 2025

ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ୟ

November 21, 2025
Latest News

ରାଜ୍ୟର କେନ୍ଦୁପତ୍ର କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ ପ୍ୟାକେଜ୍ ପ୍ରଦାନ

November 21, 2025

ଖାଦ୍ୟଶସ୍ୟ ଉତ୍ପାଦନରେ ଭାଙ୍ଗିଲା ସମସ୍ତ ରେକର୍ଡ: କୃଷି କ୍ଷେତ୍ରର ସଫଳତାର ନୂତନ ଅଧ୍ୟାୟ

November 21, 2025

ଐତିହାସିକ ପରେଡ୍‌ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ

November 21, 2025

ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ୟ

November 21, 2025

ବାର୍ଷିକ ଏଚଏସସି ପରୀକ୍ଷାର ଫର୍ମ ପୂରଣର ଅବଧି ବୃଦ୍ଧି

November 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.