Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଣନ୍ତୁ, କିଏ ସେ ଓଡ଼ିଆ ଝିଅ ଅପସରା ରାନୀ ଓ କ’ଣ ଥିଲା ରାମଗୋପାଳ ବର୍ମାଙ୍କ ଟ୍ବିଟ୍
ଆଜିର ଖବର

ଜାଣନ୍ତୁ, କିଏ ସେ ଓଡ଼ିଆ ଝିଅ ଅପସରା ରାନୀ ଓ କ’ଣ ଥିଲା ରାମଗୋପାଳ ବର୍ମାଙ୍କ ଟ୍ବିଟ୍

July 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଓଡ଼ିଆ ଝିଅ ଅଙ୍କିତା ମହାରଣା ଏବେ ଅପସରା ରାନୀ ନାଁରେ ବଲିଉଡରେ ବେଶ୍ ପରିଚିତ। ଡେରାଡୁନରେ ଜନ୍ମିତ ଅପସରା ତେଲୁଗୁ ଚଳଚ୍ଚିତ୍ରରେ କମାଲ କରିବା ପରେ  ଆଗକୁ ବଲିଉଡର ବେଶ୍ ଜଣାଶୁଣା ନିର୍ଦେଶକ ରାମଗୋପାଳ ବର୍ମାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର’ରେ ମୁଖ୍ୟ ଭୂମିକାରେ ଆସୁଛନ୍ତି। ହେଲେ ଏହା ପୂର୍ବରୁ ଅପସରାଙ୍କ କିଛି ନଗ୍ନ ଫଟୋ ସହିତ ଓଡ଼ିଶା ସମ୍ପର୍କରେ ନିଜର ଅଜ୍ଞତା ନେଇ ରାମଗୋପାଳ ତାଙ୍କ ଟ୍ବିଟର ପେଜରେ କରିଥିବା ପୋଷ୍ଟକୁ ନେଇ ଏବେ ଓଡ଼ିଶାରେ ସିନେ ଓ ସଂସ୍କୃତି ପ୍ରେମୀଙ୍କ ସମେତ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ରାମଗୋପାଳଙ୍କ ଟ୍ବିଟର ପେଜରେ ଥିବା ଅପସରାଙ୍କର କିଛି ହଟ୍ ଫଟୋକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବଲିଉଡରେ ଏହା କିଛି ନୂଆ କଥା ନୁହେଁ। କିନ୍ତୁ ରାମଗୋପାଳ ଅପସରାଙ୍କ ଓଡ଼ିଶା କନେକ୍ସନ ନେଇ ଯେଉଁ ଟୀକା ଟିପ୍ନଣୀ ଦେଇଛନ୍ତି ତାହାକୁ ନେଇ ସୃଷ୍ଟି ହୋଇଛି ଝଡ଼। ଅନେକ ଏହାକୁ ନାପସନ୍ଦ କରିଛନ୍ତି।

ଅନେକ ରାମଗୋପାଳଙ୍କୁ ମୁ୍ର୍ଖ,ନିର୍ଲଜ ଓ ପାଗଳର ପ୍ରଳାପ କହି ଅତି କଟୁ ଭାଷାରେ ସମାଲୋଚନା କରିଛନ୍ତି। ରାମଗୋପାଳଙ୍କ ଭଳି ବଲିଉଡ ନିର୍ଦେଶକ ଓଡ଼ିଶା ସମ୍ପର୍କରେ ନ ଜାଣିବା ତାଙ୍କ ମୁର୍ଖାମିର ପରିଚୟ ଦିଏ ବୋଲି କହିଛନ୍ତି। ରାମଗୋପାଳ ତାଙ୍କ ଟ୍ବିଟରେ ଲେଖିଥିଲେ, “ଅପସରା ରାନୀଙ୍କୁ ଭେଟିବା ପୂର୍ବରୁ ଏବଂ 1999 ମହାବାତ୍ୟା ପରଠୁ ମୁଁ ଓଡ଼ିଶା ବାବଦରେ ଶୁଣିନଥିଲି। ମାତ୍ର ତାଙ୍କୁ ଭେଟିବା ପରେ ମୁଁ ଜାଣିଲି ଯେ, ଓଡ଼ିଶା ସବୁ ପ୍ରକାରର ଝଡ଼ ସୃଷ୍ଟି କରିପାରେ। ଓଡ଼ିଶାରେ ଯେ ଏମିତି ସୁନ୍ଦରୀ ଅଛନ୍ତି ତାର ରହସ୍ୟ ଉନ୍ନୋଚନ ହୋଇଛି।”

ହେଲେ ଏପରି ମନ୍ତବ୍ୟ ଏବଂ ଓଡ଼ିଆ ଝିଅଙ୍କ ଅର୍ଧନଗ୍ନ ଫଟୋ ଟ୍ବିଟରରେ ଛାଡ଼ି ଅଡୁଆରେ ପଡି ଯାଇଛନ୍ତି ରାମଗୋପାଳ।

Apsara Rani Ramgopal Verma
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.