Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଶ୍ଳୀଳ ଫିଲ୍ମ ସୁଟିଂ ଅଭିଯୋଗରେ ପୁନମ୍‌ ପାଣ୍ଡେଙ୍କୁ ଗିରଫ କଲା ଗୋଆ ପୋଲିସ୍‌
ଆଜିର ଖବର

ଅଶ୍ଳୀଳ ଫିଲ୍ମ ସୁଟିଂ ଅଭିଯୋଗରେ ପୁନମ୍‌ ପାଣ୍ଡେଙ୍କୁ ଗିରଫ କଲା ଗୋଆ ପୋଲିସ୍‌

November 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୋଆ : ସର୍ବଦା ବିବାଦରେ ରହୁଥିବା ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କୁ ଗୋଆ ପୋଲିସ୍‌ ଗିରଫ କରିଛି । ସାର୍ବଜନିକ ସ୍ଥଳରେ  ଅଶ୍ଲୀଳ ଭିଡିଓ ସୁଟିଂ କରିବା ଅଭିଯୋଗରେ ପୁନମ୍‌ଙ୍କୁ ଗିରଫ କରାଯାଇଥିବାର ସୂଚନା ରହିଛି । ଗୋଆର ଚାପୋଲି ଡ୍ୟାମରେ ପୁନମ୍‌ ଏକ ଅଶ୍ଳୀଳ ଫିଲ୍ମର ସୁଟିଂ କରୁଥିବା ନେଇ ଗୋଆ ଫରୱାର୍ଡ ପାର୍ଟିର ମହିଳା ଶାଖା ଏ ନେଇ ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗରେ ଦର୍ଶାଯାଇଛି କି ଉକ୍ତ ଡ୍ୟାମରେ ଏଭଳି ହରକତ କରି ସେ ଗୋଆର ଛବିକୁ ଖରାପ କରିବା ସହିତ ସ୍ଥାନୀୟ ଲୋକଙ୍କ ଭାବନାକୁ ବି ଆଘାତ ଦେଇଛନ୍ତି ।

Actress Poonam Pandey says Google banned her app from Play Store

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିଯୋଗ ପରେ  ଗୋଆ ପୋଲିସ ପୁନମଙ୍କ ସୁଟିଂ ଅନୁମତିକୁ ପ୍ରତ୍ୟାହାର କରି ନେଇଛି । ଅପର ପକ୍ଷରେ କେହି ଜଣେ ଗୋପନୀୟ ଭାବେ ପୁନମଙ୍କ ଏଭଳି ଭିଡିଓ ରେକର୍ଡି କରିଛି ବୋଲି ପୁଲିସ ନିକଟରେ ଆଉ ଏକ ଅଭିଯୋଗ ହୋଇଛି ଯାହାକୁ ନେଇ  ମାମଲା ଦାୟର କରାଯାଇଛି  । ନିକଟରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ପୁନମ୍‌ ଓ ତାଙ୍କସ୍ବାମୀ ଗିରଫ ମଧ୍ୟ ହୋଇଥିଲେ

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025

୨୦୨୫ ବର୍ଷ ପାଇଁ ୧,୪୬୬ ଜଣଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’

October 31, 2025
Latest News

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025

୨୦୨୫ ବର୍ଷ ପାଇଁ ୧,୪୬୬ ଜଣଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’

October 31, 2025

Reliance Jio: ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ୧୮ ମାସ ପାଇଁ ମାଗଣାରେ ମିଳିବ ଗୁଗୁଲ୍ ଏଆଇ ପ୍ରୋ

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.