Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧମାଲ୍‌ କରୁଛି ’ମାଷ୍ଟର’ର ଟିଜର୍‌
ଆଜିର ଖବର

ଧମାଲ୍‌ କରୁଛି ’ମାଷ୍ଟର’ର ଟିଜର୍‌

November 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ : ଦୀପାବଳି ଅବସରରେ ରିଲିଜ ହୋଇଥିଲା ତାମିଲ ଫିଲ୍ମ ମାଷ୍ଟରର ଟିଜର । ଏହି ଟିଜରକୁ ପ୍ରାୟ 28 ମିଲିୟନ ଦର୍ଶକ ଦେଖି ସାରିଲେଣି । 91 ସେକେଣ୍ଡର ଏହି ଟିଜରରେ ବିଜୟଙ୍କ ଚରିତ୍ରର ନାମ ପ୍ରଫେସର ଜେଡି ଭାବରେ ଦେଖାଯାଇଛି। ଏହା ସହିତ ବିଜୟ ସେଥୁପତି ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିଛନ୍ତି ।

ଲୋକେଶ କଙ୍ଗାରରାଜୁ ନିର୍ଦ୍ଦେଶିତ  ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ସିକ୍ୱେନ୍ସ ଦେଖିବାକୁ ମିଳିବ । ଟିଜର ରିଲିଜ ହେବାର ମାତ୍ର 1 ଘଣ୍ଟା ମଧ୍ୟରେ 9  ମିଲିୟନ ଲୋକ ଏହାକୁ ଦେଖିଥିଲେ । ତେବେ ଏହା ବିଜୟଙ୍କ ପୂର୍ବ ଫିଲ୍ମ ବିଗିଲର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇନାହିଁ । ବିଗିଲକୁ 1 ଘଣ୍ଟାରେ 9.3 ମିଲିୟନ ଲୋକ ଦେଖିଥିଲେ । ସେହିପରି ଫିଲ୍ମର ଟିଜରକୁ ପ୍ରାୟ 2.2ମିଲିୟନ ଲୋକ ଲାଇକ କରିଛନ୍ତି । ମାଲବିକା ମୋହନନ ମୁଖ୍ୟ ନାୟିକା ଭୂମିକାରେ ରହିଥିବା ବେଳେ ଆଣ୍ଡ୍ରିଆ ଜେରେମ୍ୟା ଏବଂ ଅର୍ଜୁନ ଦାସ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଫିଲ୍ମଟି 2021 ମସିହା ପୋଙ୍ଗଲ ଅବସରରେ ରିଲିଜ୍‌ ହେବା ନେଇ ସୂଚନା ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଶ୍ଚର୍ଯ୍ୟର କଥା ଏହି ଗାଁରେ କେବେ ପିତୃପକ୍ଷ ପାଳନ ହୁଏ ନାହିଁ କି ବ୍ରାହ୍ମଣମାନେ ଗାଁରେ ପଶନ୍ତି ନାହିଁ

September 11, 2025

ସେପ୍ଟେମ୍ବର ୧୧ ରାଶିଫଳ, ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

September 11, 2025

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025
Latest News

ଆଶ୍ଚର୍ଯ୍ୟର କଥା ଏହି ଗାଁରେ କେବେ ପିତୃପକ୍ଷ ପାଳନ ହୁଏ ନାହିଁ କି ବ୍ରାହ୍ମଣମାନେ ଗାଁରେ ପଶନ୍ତି ନାହିଁ

September 11, 2025

ସେପ୍ଟେମ୍ବର ୧୧ ରାଶିଫଳ, ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

September 11, 2025

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.