Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାବଧାନ !! ପିଙ୍କ ହ୍ବାଟସପକୁ ସାବଧାନ !! ଅପଡେଟ ନାମରେ ମୋବାଇଲ ଡାଟା ହେଉଛି ଚୋରୀ
ଜାତୀୟ ଖବର

ସାବଧାନ !! ପିଙ୍କ ହ୍ବାଟସପକୁ ସାବଧାନ !! ଅପଡେଟ ନାମରେ ମୋବାଇଲ ଡାଟା ହେଉଛି ଚୋରୀ

July 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
PinkWhatsapp
ସାବଧାନ !! ପିଙ୍କ ହ୍ବାଟସପକୁ ସାବଧାନ !! ଅପଡେଟ ନାମରେ ମୋବାଇଲ ଡାଟା ହେଉଛି ଚୋରୀ

ଭୁବନେଶ୍ବର: ସାବଧାନ! ପିଙ୍କ୍ ହ୍ଵାଟ୍ସଆପ ହେଉଛି ସାଇବର ଠକଙ୍କ ଏକ ନୂତନ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ଵାଟ୍ସଆପ୍ ଅପଡେଟ୍ କରିବାକୁ କିଛି ଲିଙ୍କ ଆସୁଛି ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। କ୍ଲିକ କରିବା ମାତ୍ରେ ଆପଣଙ୍କ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ଫଳରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ସଫା ହୋଇଯିବ।

ଏହିପରି ଏକ ସଚେତନତା ବାର୍ତ୍ତା ଦେଇଛି ଓଡିଶା ପୋଲିସ। ଏଥିରେ କୁହାଯାଇଛି ଯେ, ଆପଣଙ୍କ ହ୍ବାଟସପକୁ ଏକ ଅଜଣା ନମ୍ବରରୁ ହ୍ବାଟସପ ଅପଡେଟ କରିବାକୁ ଏକ ଲିଙ୍କ ଆସିବ। ଏଥିରେ କୁହାଯିବ ଯେ, ପିଙ୍କ ହ୍ବାଟସପ ଡାଉନଲୋଡ କରନ୍ତୁ ଅଧିକ ଫିଚର ସୁବିଧା ହାସଲ କରନ୍ତୁ।

ଏହା ସତ ବୋଲି ଆପଣ ଭାବି ସେହି ଲିଙ୍କକୁ କ୍ଲିକ କରିଦେବେ। ଫଳରେ ଆପଣଙ୍କ ମୋବାଇଲରେ ଏକ ପିଙ୍କ ହ୍ବାଟସପ ଖୋଲିଯିବ। ଏହାପରେ ସାଇବର ଠକମାନେ ଆପଣଙ୍କ ମୋବାଇଲର ସମସ୍ତ ଡାଟା ଚୋରୀ କରିନେବେ। ଫଳରେ ସେହି ମୋବାଇଲରେ ଥିବା ସମସ୍ତ ବ୍ୟାଙ୍କ ତଥ୍ୟ ହାକରଙ୍କ ହାତରେ ଲାଗିଯିବ। ତାପରେ ସେମାନେ ଖେଳ ଆରମ୍ଭ କରିବେ।

ତେବେ ଏହିପରି ମେସେଜ ଆସିଲେ ଆପଣ କଣ କରିବେ ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ। ଆଇଟି ପ୍ରଫେସନାଲଙ୍କ ମତ ଅନୁସାରେ ଏହିପରି ପିଙ୍କ୍ ହ୍ବାଟସପ ଡାଉନଲୋଡ କରିବାକୁ ମେସେଜ ଆସିଲେ ତାହା ଉପରେ କୌଣସି କ୍ଲିକ କରନ୍ତୁ ନାହିଁ। ସାବଧାନର ସହ ଏହି ମେସଜକୁ ଡିଲିଟ କରି ଦିଅନ୍ତୁ। ଡିଲିଟ ସରିବାର କିଛି ସମୟ ପରେ ମୋବାଇଲକୁ ରିଷ୍ଟାର୍ଟ କରନ୍ତୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଷ୍ଟ୍ରପତି କିଛି ସମୟ ପାଇଁ ହେବେ ମନ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗୁଛି କି? ଜାଣନ୍ତୁ କେମିତି

November 27, 2025

2 କୋଟିରୁ ଅଧିକ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ନିଷ୍କ୍ରିୟ କଲା ୟୁଆଇଡିଏଆଇ

November 27, 2025

ଆଜି ଇତିହାସ ରଚିବ ଓଡିଶା ବିଧାନସଭା, ପ୍ରଥମ ଥର ପାଇଁ ଗୃହରେ ଭାଷଣ ଦେବେ ରାଷ୍ଟ୍ରପତି

November 27, 2025

ଆଇଏଫଏଫ୍‌ଆଇ ୫୬ରେ ଚଳଚ୍ଚିତ୍ର ସମାଲୋଚନାର ବିକଶିତ ଭୂମିକା ଉପରେ ବିତର୍କ

November 27, 2025
Latest News

ଆଜି ରାଷ୍ଟ୍ରପତି କିଛି ସମୟ ପାଇଁ ହେବେ ମନ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗୁଛି କି? ଜାଣନ୍ତୁ କେମିତି

November 27, 2025

2 କୋଟିରୁ ଅଧିକ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ନିଷ୍କ୍ରିୟ କଲା ୟୁଆଇଡିଏଆଇ

November 27, 2025

ହଂକଂରେ ସାତଟି ବହୁମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ: ୪୪ ମୃତ, ୩୦୦ ନିଖୋଜ

November 27, 2025

ଆଜି ଇତିହାସ ରଚିବ ଓଡିଶା ବିଧାନସଭା, ପ୍ରଥମ ଥର ପାଇଁ ଗୃହରେ ଭାଷଣ ଦେବେ ରାଷ୍ଟ୍ରପତି

November 27, 2025

ଆଇଏଫଏଫ୍‌ଆଇ ୫୬ରେ ଚଳଚ୍ଚିତ୍ର ସମାଲୋଚନାର ବିକଶିତ ଭୂମିକା ଉପରେ ବିତର୍କ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.