Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋଦି ଉପନାମ ମାମଲା-ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ: ପୂର୍ଣ୍ଣେଶ ମୋଦୀ
ଜାତୀୟ ଖବର

ମୋଦି ଉପନାମ ମାମଲା-ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ: ପୂର୍ଣ୍ଣେଶ ମୋଦୀ

August 4, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
PurneshModi
ମୋଦି ଉପନାମ ମାମଲା-ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ: ପୂର୍ଣ୍ଣେଶ ମୋଦୀ

ନୂଆଦିଲ୍ଲୀ: ମୋଦି ଉପନାମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ଦ୍ୱାରା ଦାୟର ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଏବେ ଏହି ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ତାଙ୍କ ସାଂସଦ ପଦ ପୁନରୁଦ୍ଧାର ହେବାକୁ ଯାଉଛି, ଏବେ ସେ ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେଇପାରିବେ।

ଯଦି ଏହି ଦଣ୍ଡାଦେଶ ବନ୍ଦ କରା ନ ଯାଏ ତେବେ ରାହୁଲ ଗାନ୍ଧି ସଂସଦରୁ ଅଯୋଗ୍ୟ ଘୋଷଣା ହୋଇଥାନ୍ତେ ଏବଂ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିନଥାନ୍ତେ। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀ, କଂଗ୍ରେସ ଓ ଆଇଏନଡିଆଇଏ ଆକାରରେ ଗଠିତ ସମଗ୍ର ବିରୋଧୀ ମେଣ୍ଟ ପାଇଁ ଲାଇଫ୍ ଲାଇନଭାବେ କାମ କରିପାରେ। କିନ୍ତୁ ଏବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଆବେଦନକାରୀ ପୂର୍ଣ୍ଣେଶ ମୋଦୀ କହିଛନ୍ତି ଯେ ଏହି ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

ସୁପ୍ରିମକୋର୍ଟଙ୍କ ରାୟ ଉପରେ କ’ଣ କହିଲେ ପୂର୍ଣ୍ଣେଶ ମୋଦି

ରାହୁଲ ଗାନ୍ଧିଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଉପରେ ଆବେଦନକାରୀ ପୂର୍ଣ୍ଣେଶ ମୋଦୀ କହିଛନ୍ତି, କୋର୍ଟ ଦେଇଥିବା ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। କିନ୍ତୁ ଏହି ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମେ ଅଦାଲତରେ ଆମର ଆଇନଗତ ଲଢ଼େଇ ଜାରି ରଖିବୁ। ନିମ୍ନ ଅଦାଲତରେ ଆମ ତରଫରୁ ଏବଂ ସମାଜ ତରଫରୁ ଆଇନଗତ ଲଢ଼େଇ କରାଯିବ ବୋଲି ମୋଦି କହିଛନ୍ତି। ଏବେ ଆମେ ଆପିଲ ଆପ୍ଲିକେସନରେ ସମସ୍ତ ଜିନିଷ ରଖିବୁ। ଆବେଦନର ଶୁଣାଣି ଏପର୍ଯ୍ୟନ୍ତ ହୋଇନାହିଁ।

ମୋଦି ଉପନାମ ମୋଦି ଉପନାମ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ବିରୋଧରେ ତଦନ୍ତ ଜୋରଦାର, ଛଅଟି ସ୍ଥାନରେ ଚଢାଉ କଲା ଇଡି 

September 30, 2025

ରାଜ୍ୟ ମାନ୍ୟତା ପାଇଁ ବିଜେପି ସହ ହାତ ମିଶାଇବେ କି?: ସ୍ପଷ୍ଟ କଲେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

September 30, 2025

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

September 30, 2025

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025
Latest News

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ବିରୋଧରେ ତଦନ୍ତ ଜୋରଦାର, ଛଅଟି ସ୍ଥାନରେ ଚଢାଉ କଲା ଇଡି 

September 30, 2025

ରାଜ୍ୟ ମାନ୍ୟତା ପାଇଁ ବିଜେପି ସହ ହାତ ମିଶାଇବେ କି?: ସ୍ପଷ୍ଟ କଲେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

September 30, 2025

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

September 30, 2025

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025

ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.