Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓ ଗେମସ୍ ପକ୍ଷରୁ ଏହାର ପ୍ଲାଟଫର୍ମରେ ଗୁଗୁଲ୍ ଗେମ୍ ସ୍ନାକ୍ସର ସମନ୍ୱୟ
ଜାତୀୟ ଖବର

ଜିଓ ଗେମସ୍ ପକ୍ଷରୁ ଏହାର ପ୍ଲାଟଫର୍ମରେ ଗୁଗୁଲ୍ ଗେମ୍ ସ୍ନାକ୍ସର ସମନ୍ୱୟ

July 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜିଓ ଗେମସ୍, ଭାରତର ଅଗ୍ରଣୀ ଗେମିଙ୍ଗ ପ୍ଲାଟଫର୍ମ, ଗୁଗୁଲର ଗେମ୍ ସ୍ନାକ୍ସକୁ ଏହାର ଜିଓ ଗେମ୍ସ ଆପ୍ ଏବଂ ଜିଓ ସେଟ୍-ଟପ୍ ବକ୍ସରେ ଏକୀକୃତ କରି ଏହାର ଗେମିଙ୍ଗ ପୋର୍ଟଫୋଲିଓକୁ ବିସ୍ତାର କରିଛି। ଜିଓ ଗେମ୍ସ ବ୍ୟବହାରକାରୀମାନେ ବର୍ତ୍ତମାନ ନିତିଦିନ ସୁଡୋକୁ, ଓମ୍ ନୋମ୍ ରନ୍ ଏବଂ ଟ୍ରାଫିକ୍ ଟମ୍ ସହିତ ଆଠଟି ଲୋକପ୍ରିୟ ଗେମ ଖେଳିପାରିବେ।

ସମସ୍ତ ଗେମ୍ ସ୍ନାକ୍ସ ଖେଳଗୁଡିକ ଜିଓ ଗେମସ୍ ବ୍ୟବହାରକାରୀଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀମାନେ ଏହି ଗେମଗୁଡିକ ଖେଳିବା ପାଇଁ ଜିଓ ଗେମସ୍ଆ ପ୍ ହୋମପେଜରୁ ସହଜରେ ପ୍ରବେଶ କରିପାରିବେ। ଗୁଗୁଲର ଗେମ୍ ସ୍ନାକ୍ସ ଖେଳଗୁଡିକ ମାଇଁ ଜିଓ ଏବଂ ଜିଓ ଟିଭିରେ ଜିଓ ଗେମସ୍ ମିନି ଆପ୍ସରେ ମଧ୍ୟ ଉପଲବ୍ଧ ହେବ।

ଗୁଗୁଲର ଗେମ୍ ସ୍ନାକ୍ସ ଖେଳଗୁଡିକ ବହୁତ ହାଲୁକା ଏବଂ ଶୀଘ୍ର ଲୋଡ୍ ହୁଏ। ଏହି ଏଚଟିଏମଏଲ୫ ଖେଳଗୁଡିକ କମ୍ ମେମୋରୀ ଥିବା ଡିଭାଇସ୍ ଏବଂ ବିଭିନ୍ନ ନେଟୱାର୍କ ଅବସ୍ଥାରେ ମଧ୍ୟ ଖେଳାଯାଇପାରିବ। କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଏହି ସହଭାଗିତାର ଉଦ୍ଦେଶ୍ୟ ହେଉଛି ଭାରତରେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଗେମିଙ୍ଗ ଅନୁଭୂତିକୁ ଉନ୍ନତ କରିବା। ଯାହାଦ୍ୱାରା ଗ୍ରାହକ କାଜୁଆଲ୍ ଗେମ୍କୁ ସହଜରେ ପହଂଚିପାରିବେ।

ଗେମନାକ୍ସରେ ସାରା ବିଶ୍ୱର ବିଭିନ୍ନ ସ୍ଥାନରୁ ଖେଳାଳିଙ୍କ ପାଇଁ ୧୦୦ ରୁ ଅଧିକ ଗେମ ରହିଛି। ଭାରତକୁ ଏକ ଅଗ୍ରଣୀ ଗେମିଙ୍ଗ ହବ୍ ଭାବରେ ସ୍ଥାନିତ କରିବାକୁ ଜିଓ ଗେମ୍ସ ଲକ୍ଷ୍ୟ ରଖିଛି। ଏହି ସହଭାଗିତା ଜିଓ ଗେମ୍ସର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।

google jio
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 10, 2026

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

January 10, 2026

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026
Latest News

ଆସନ୍ତାକାଲି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 10, 2026

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

January 10, 2026

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.