Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚଢାଉ ବେଳେ ମିଳିଲା ଦେଢ କେଜି ସୁନା ଅଳଙ୍କାର, ୧୩ ଲକ୍ଷ ଟଙ୍କାର ହାତଘଣ୍ଟା, ଆଉ……ମୁଣ୍ଡ ଖରାପ
ଜାତୀୟ ଖବର

ଚଢାଉ ବେଳେ ମିଳିଲା ଦେଢ କେଜି ସୁନା ଅଳଙ୍କାର, ୧୩ ଲକ୍ଷ ଟଙ୍କାର ହାତଘଣ୍ଟା, ଆଉ……ମୁଣ୍ଡ ଖରାପ

August 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ଦେଢ କେଜି ସୁନା ଅଳଙ୍କାର, 13 ଲକ୍ଷ ଟଙ୍କାର ହାତଘଣ୍ଟା ଆଉ......ମୁଣ୍ଡ ଖରାପ

ଭୁବନେଶ୍ବର: ଆଜି ସକାଳୁ ଆର ଆଣ୍ଡ ବି ର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଘରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ ଯାହା ମିଳିଛି ତାହାଲ ଦେଖି ଭିଜିଲାନ୍ସ ତାଜୁବ ହୋଇଛି। ସକାଳୁ ଚଢାଉ କରାଯାଇଥିବା ବେଳେ ଜିନିଷ ଗଣତିରେ ଲାଗିଗଲା ଘଣ୍ଟଘଣ୍ଟା ସମୟ। ତାଙ୍କର ଏତେ ପରିମାଣରେ ଆୟ ବର୍ହିଭୂତ ସଂପତ୍ତି ଥିବା ତାହା କେହି କଳନା କରିପାରି ନ ଥିଲେ।

ଭିଜିଲାନ୍ସ ସୂଚନା ଅନୁସାରେ ତାଙ୍କ ଘରୁ ଯାହା ଜବତ କରାଯାଇଛି ତାହା ହେଲା

୧- ଭୁବନେଶ୍ବର, କଟକ, ଝାରସୁଗୁଡାରେ ୧୦ଟି ଫ୍ଲାଟ

୨-ଭୁବନେଶ୍ବର, କଟକ, ଜଟଣୀରେ ଥିବା ସାତୋଟି ପ୍ଲଟ

୩- ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ

୪- ଦେଢ କେଜି ସୁନା ଅଳଙ୍କାର

୫- ୬ ଲକ୍ଷ ନଗଦ ଟଙ୍କା

୬- ୧୩ ଲକ୍ଷ ଟଙ୍କାର ରୋଲେକ୍ସ ହାତ ଘଣ୍ଟା

୭- ଆମେରିକା, ଭିଏତନାମ, ୟୁଏଇ, କାନଡା, ମେକ୍ସିକୋ, ମାଲେସିୟା ଓ ସିଙ୍ଗାପୁର ମୁଦ୍ରା ଓ ଟଙ୍କା

୮- ଝିଅ ମେଡିକାଲ ପଢିବା ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ

୯-ଦୁଇଟି ଦାମି କାର ( ଗୋଟିଏ ମର୍ସଡିସ ବେଞ୍ଜ ଅନ୍ୟଟି କିଆ ସେଲଟସ)

୧୦- ତାଙ୍କର ବିଭିନ୍ନ କଂପାନୀରେ ଥିବା ମିଚ୍ୟୁୟାଲ ଫଣ୍ଡ ଏବଂ ବୀମା ରାଶି ହିସାବ ଚାଲିଛି।

ବର୍ତ୍ତମାନ ସୁଦ୍ଧା ସଂପତ୍ତି ଆକଳନ ଶେଷ ହୋଇ ନ ଥିବାରୁ ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ।

( ଏଥିରେ ଥିବା ଫଟୋଟି ଓଡିଶା ଭିଜିଲାନ୍ସ ବିଭାଗ ତରଫରୁ ପ୍ରଦାନ କରାଯାଇଛି।)

R&B ତାରା ପ୍ରସାଦ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.