Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବୃଦ୍ଧ ପିତାମାତାଙ୍କୁ ସାଥିରେ ଧରି ମୁଖ୍ୟମନ୍ତ୍ରୀ ବାସଭବନ ଛାଡିଲେ ଅରବିନ୍ଦ କେଜ୍ରିୱାଲ, ଘରେ ଚାବି ପକାଇଲେ ପତ୍ନୀ
ଜାତୀୟ ଖବର

ବୃଦ୍ଧ ପିତାମାତାଙ୍କୁ ସାଥିରେ ଧରି ମୁଖ୍ୟମନ୍ତ୍ରୀ ବାସଭବନ ଛାଡିଲେ ଅରବିନ୍ଦ କେଜ୍ରିୱାଲ, ଘରେ ଚାବି ପକାଇଲେ ପତ୍ନୀ

October 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବୃଦ୍ଧ ପିତାମାତାଙ୍କୁ ସାଥିରେ ଧରି ମୁଖ୍ୟମନ୍ତ୍ରୀ ବାସଭବନ ଛାଡିଲେ ଅରବିନ୍ଦ କେଜ୍ରିୱାଲ, ଘରେ ଚାବି ପକାଇଲେ ପତ୍ନୀ

ଭୁବନେଶ୍ବର: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଫ୍ଲାଗଷ୍ଟାଫ ରୋଡରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିଛନ୍ତି। ସେ ତାଙ୍କର ବୃଦ୍ଧ ପିତାମାତା, ପତ୍ନୀ ସୁନୀତା, ଏବଂ ପୁଅଝିଅଙ୍କ ସହିତ ଘର ଛାଡିଛନ୍ତି। ସେ ସେହି ବାସଭବନରେ ନଅ ବର୍ଷ ଧରି ରହି ଆସୁଥିଲେ।

ବର୍ତ୍ତମାନ କେଜ୍ରିୱାଲ ମଣ୍ଡି ହାଉସ ନିକଟସ୍ଥ ୫ ଫିରୋଜସାହା ରୋଡରେ ଥିବା ଏକ ବଙ୍ଗଳାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହି ବଙ୍ଗଳାଟି ପଞ୍ଜାବର ଆପ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ବଣ୍ଟନ କରାଯାଇଛି।

କେଜ୍ରିୱାଲ ପରିବାରଙ୍କୁ ସେମାନଙ୍କ ପୁରୁଣା ଘରର କର୍ମଚାରୀମାନେ ଲୋତକପୂର୍ଣ୍ଣ ଆଖିରେ ବିଦାୟ ଦେଇଥିଲେ। ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ବେଶ ପ୍ରଶଂସା କରିଥିଲେ। ସୁନୀତା କେଜ୍ରିୱାଲ ଫ୍ଲାଗଷ୍ଟାଫ ବାସଭବନରେ ଚାବି ପକାଇ ସେଠାରେ ଅପେକ୍ଷାରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ଚାବି ପ୍ରଦାନ କରିଥିଲେ।

aravind kejriwal ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି

September 20, 2026

କଫ ସିରଫ ବେପାରୀଙ୍କୁ ଏନକାଉଣ୍ଟର, ପୋଲିସ ଗୁଳିରେ ଜଣେ ଆହତ

September 20, 2026

ସ୍ତ୍ରୀଙ୍କୁ ପିଟି ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା, ଦୁଇ ସନ୍ତାନ ଅନାଥ!

September 20, 2026

ଜୀ ସାର୍ଥକ ‘ଦେଖନ୍ତୁ ଲଗାତାର ଜିତନ୍ତୁ କାର’ ମେଗା କଣ୍ଟେଷ୍ଟର ମେଗା ବିଜେତା ହେଲେ “ମମତା ଦାସ”

September 20, 2026
Latest News

ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି

September 20, 2026

କଫ ସିରଫ ବେପାରୀଙ୍କୁ ଏନକାଉଣ୍ଟର, ପୋଲିସ ଗୁଳିରେ ଜଣେ ଆହତ

September 20, 2026

ପିଏସ୍‌ୟୁ କର୍ମଚାରୀଙ୍କୁ ଦଶହରା ଭେଟି, ୨% ବଢିଲା ମହଙ୍ଗା ଭତ୍ତା

September 20, 2026

ସ୍ତ୍ରୀଙ୍କୁ ପିଟି ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା, ଦୁଇ ସନ୍ତାନ ଅନାଥ!

September 20, 2026

ନୂଆଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଓଡ଼ିଶା ଅଗ୍ରସର

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.