ନୂଆଦିଲ୍ଲୀ: ସଲମାନ ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ଅନେକ ଥର ମୃତ୍ୟୁ ଧମକ ଦିଆଯାଇଛି। ଏବେ ଖବର ଆସୁଛି ଯେ, ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି। Salman Khan Shah Rukh Khan
Sri Ram Janmbhoomi: ରାମ ଜନ୍ମଭୂମି ମନ୍ଦିରରେ ଆଜି ଗେରୁଆ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ November 25, 2025