ନୂଆଦିଲ୍ଲୀ: ସଲମାନ ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ଅନେକ ଥର ମୃତ୍ୟୁ ଧମକ ଦିଆଯାଇଛି। ଏବେ ଖବର ଆସୁଛି ଯେ, ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି। Salman Khan Shah Rukh Khan
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନାAugust 5, 2025