Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଭାରତର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା
ଜାତୀୟ ଖବର

ଆଜି ଭାରତର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା

November 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଭାରତର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା

ନୂଆଦିଲ୍ଲୀ: ଆଜି ଭାରତର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଂଜୀବ ଖାନ୍ନା। ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ ଖାନ୍ନା ଭାରତର 51 ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।

ଶନିବାର ଦିନ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଅବସର ଗ୍ରହଣ କରିଛନ୍ତି। ତାଙ୍କ ପରେ ଜଷ୍ଟିସ ସଂଜୀବ ଖାନ୍ନା ପରବର୍ତ୍ତି ମୁଖ୍ୟ ବିଚାରପତି ହେବେ ବୋଲି ଘୋଷଣା କରାଯାଇଛି। ଜଷ୍ଟିସ ଖାନ୍ନା ବହୁ ବିବାଦୀୟ ମାମଲାରେ ରାୟ ପ୍ରକାଶ କରିବା କିମ୍ବା ସେହି ବେଞ୍ଚରେ ରହି ମତ ରଖିବା କାର୍ଯ୍ୟ କରିଛନ୍ତି।

ଭାରତର ମୁଖ୍ୟ ବିଚାରପତି ମୁଖ୍ୟ ବିଚାରପତି
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ: ଏନଡିଏ ନା ଇଣ୍ଡିଆ?, କିଏ ଗଢିବ ସରକାର

September 29, 2025

ପାକିସ୍ତାନ ଦଳର ଆତଙ୍କବାଦୀ ପ୍ରେମ!: ମାସୁଦ ଆଝାରଙ୍କ ପରିବାରକୁ ଦାନ କରିବ ମ୍ୟାଚ୍ ଫିସ୍

September 29, 2025

ବିବାହ ପାଇଁ ରାସ୍ତାରେ ହୋର୍ଡିଂ ଲଗାଇଲେ କନ୍ୟା, ଅନଲାଇନରେ ଆବେଦନ କରିବାକୁ ବରମାନଙ୍କୁ ଆହ୍ବାନ

September 29, 2025

କାହିଁକି ଏସିଆ କପ୍ ଟ୍ରଫି ଗ୍ରହଣ କଲା ନାହିଁ ଟିମ୍ ଇଣ୍ଡିଆ?: ସାମ୍ନାକୁ ଆସିଲା ପ୍ରକୃତ କାରଣ

September 29, 2025
Latest News

ଏସିଆ କପ୍ ହାରିବା ପରେ ପିଓକେରେ ଉତ୍ତେଜନା, ଶାହବାଜ ସରିଫଙ୍କ ବିରୋଧରେ ପ୍ରଦର୍ଶନ

September 29, 2025

ଦକ୍ଷିଣ ଓଡ଼ିଶାର ସ୍ଥାନ ପାଇବ ୧୪ ବରପୁତ୍ରଙ୍କ ପ୍ରତିମୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

September 29, 2025

ବିହାର ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ: ଏନଡିଏ ନା ଇଣ୍ଡିଆ?, କିଏ ଗଢିବ ସରକାର

September 29, 2025

ପାକିସ୍ତାନ ଦଳର ଆତଙ୍କବାଦୀ ପ୍ରେମ!: ମାସୁଦ ଆଝାରଙ୍କ ପରିବାରକୁ ଦାନ କରିବ ମ୍ୟାଚ୍ ଫିସ୍

September 29, 2025

ବିବାହ ପାଇଁ ରାସ୍ତାରେ ହୋର୍ଡିଂ ଲଗାଇଲେ କନ୍ୟା, ଅନଲାଇନରେ ଆବେଦନ କରିବାକୁ ବରମାନଙ୍କୁ ଆହ୍ବାନ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.