Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସମ୍ୱଲ ହିଂସା: ବିଧାୟକଙ୍କୁ ଗୃହବନ୍ଦୀ!, କଂଗ୍ରେସ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟକ ପୋଲିସ ନିୟୋଜିତ
ଜାତୀୟ ଖବର

ସମ୍ୱଲ ହିଂସା: ବିଧାୟକଙ୍କୁ ଗୃହବନ୍ଦୀ!, କଂଗ୍ରେସ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟକ ପୋଲିସ ନିୟୋଜିତ

December 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସମ୍ୱଲରେ ହିଂସା ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ପ୍ରତିନିଧୀଙ୍କୁ ପୋଲିସ ଅଟକାଇଛି। ଲକ୍ଷ୍ନୌରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ କଂଗ୍ରେସ ବିଧାୟକ ଆରାଧନା ମୋନା ମିଶ୍ରଙ୍କୁ ଗୃହରେ ରଖାଯାଇଛି। ଏହାପୂର୍ବରୁ ଲକ୍ଷ୍ନୌ ପୋଲିସ ୟୁପି କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ନୋଟିସ ଦେଇ ସମ୍ବଲ ନଯିବା ଲାଗି କୁହାଯାଇଛି।

ଗୃହ ବନ୍ଦୀ ଉପରେ କଂଗ୍ରେସ ବିଧାୟକ ଆରାଧନା ମିଶ୍ର କହିଛନ୍ତି ଯେ, ସରକାର ଏବଂ ପ୍ରଶାସନର ବିଫଳତା ହେତୁ ସମ୍ୱଲ ହିଂସା ନିଆଁରେ ଜଳୁଛି। ମୁଁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଚାହୁଁଥିଲି। ମୁଁ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟି ସେମାନଙ୍କ ଯନ୍ତ୍ରଣା ବୁଝିବାକୁ ଚାହୁଁଥିଲି, କିନ୍ତୁ ମୁଁ ଏବଂ ଅନେକ କଂଗ୍ରେସ ସହକର୍ମୀଙ୍କୁ ଗୃହବନ୍ଦୀ କରାଯାଇଛି। ବର୍ତ୍ତମାନ ଏହି ସରକାରରେ କାହାର ଯନ୍ତ୍ରଣା ବାଣ୍ଟିବା ଏବଂ ଜନସେବକ ଭାବରେ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ଅପରାଧ କି?

କଂଗ୍ରେସ ବିଧାୟକ କହିଛନ୍ତି ଯେ, ସରକାରଙ୍କର ଆହିଙ୍କି ଏତେ ଭୟ? ସମ୍ୱଲରେ କେଉଁ ତଥ୍ୟ ଏବଂ ସତ୍ୟ ପଦାକୁ ଆସିଯିବ? ଏହା ନିନ୍ଦନୀୟ ଏବଂ ଲଜ୍ଜାଜନକ। ବାସ୍ତବରେ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଆଜି ସମ୍ବଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଲକ୍ଷ୍ନୌ ପୋଲିସ କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟଙ୍କୁ ହିଂସା ପ୍ରଭାବିତ ସମ୍ୱଲ ପରିଦର୍ଶନ ନକରିବାକୁ ନୋଟିସ ଜାରି କରିଛି।

ଅଜୟ ରାୟଙ୍କୁ ଦିଆଯାଇଥିବା ବିଜ୍ଞପ୍ତିରେ ତାଙ୍କୁ କୁହାଯାଇଛି ଯେ ସମ୍ବଲ ଜିଲ୍ଲାର ଶାନ୍ତି ଏବଂ ସାମ୍ପ୍ରଦାୟିକ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସେ ଜନସାଧାରଣଙ୍କ ସ୍ୱାର୍ଥରେ ସହଯୋଗ କରିବା ଉଚିତ ଏବଂ ତାଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ଉଚିତ, ଯାହା ଜିଲ୍ଲା ସମ୍ୱଲ୍ ଜିଲ୍ଲାର ମାଜିଷ୍ଟ୍ରେଟ୍ ଦ୍ଵାରା ପାରିତ ହୋଇଥିବା ଧାରା 163 BNSS ର ଆଦେଶ ଉଲ୍ଲଂଘନ ହେବ।

Congress UP news
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.