Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓ ପେମେଣ୍ଟସ ବ୍ୟାଙ୍କରେ ଆକାଉଣ୍ଟ ଖୋଲନ୍ତୁ, ପାଆନ୍ତୁ ୫୦୦୦ ଟଙ୍କା ମୂଲ୍ୟର ଉପହାର 
ଜାତୀୟ ଖବର

ଜିଓ ପେମେଣ୍ଟସ ବ୍ୟାଙ୍କରେ ଆକାଉଣ୍ଟ ଖୋଲନ୍ତୁ, ପାଆନ୍ତୁ ୫୦୦୦ ଟଙ୍କା ମୂଲ୍ୟର ଉପହାର 

December 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜିଓ ପେମେଣ୍ଟସ ବ୍ୟାଙ୍କରେ ଆକାଉଣ୍ଟ ଖୋଲନ୍ତୁ, ପାଆନ୍ତୁ ୫୦୦୦ ଟଙ୍କା ମୂଲ୍ୟର ଉପହାର 

ମୁମ୍ବାଇ: ଡିସେମ୍ବର ମାସର ଉତ୍ସବ ପରିବେଶରେ ଜିଓ ପେମେଣ୍ଟସ ବ୍ୟାଙ୍କ ଏହାର ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ଡିସେମ୍ବର ୨୫ ରୁ ଡିସେମ୍ବର ୩୧, ୨୦୨୪ ମଧ୍ୟରେ ସଞ୍ଚୟ ଖାତା ଖୋଲୁଥିବା ଗ୍ରାହକଙ୍କୁ ୫୦୦୦ ଟଙ୍କା ପର‌୍ୟ୍ୟନ୍ତ ମୂଲ୍ୟର ଉପହାର ଭାଉଚର ଉପଲବ୍ଧ ହେବ। ଏହି ଉପହାର ଭାଉଚର୍ ମ୍ୟାକଡୋନାଲ୍ଡସ୍, ଇଜ୍ ମାଇଁ ଟ୍ରିପ୍, ମ୍ୟାକ୍ସ ଫ୍ୟାଶନ୍ ପରି ବଡ ବ୍ରାଣ୍ଡର ରହିଛି।

ଜିଓ ପେମେଣ୍ଟସ ବ୍ୟାଙ୍କ ହେଉଛି ଏକ ଡିଜିଟାଲ ବ୍ୟାଙ୍କ, ଯାହାକି ମାତ୍ର ପାଞ୍ଚ ମିନିଟରେ ଏକ ଆକାଉଣ୍ଟ ଖୋଲିବାର ସୁବିଧା ପ୍ରଦାନ କରିଥାଏ। ଏଥିରେ ବାୟୋମେଟ୍ରିକ୍ ପ୍ରାମାଣିକିକରଣ ଏବଂ ରୁପେ ପ୍ଲାଟିନମ୍ ଡେବିଟ୍ କାର୍ଡ ତଥା ନିରବଛିନ୍ନ ବ୍ୟାଙ୍କିଙ୍ଗ ଅନୁଭୂତି ଭଳି ସେବା ସାମିଲ ରହିଛି। ଉତ୍ସବ ସମୟରେ ଜିଓ ପେମେଣ୍ଟସ୍ ବ୍ୟାଙ୍କ ଏହାର ବିଶେଷ ସୁବିଧାସମ୍ପନ୍ନ ସେବା ଏବଂ ସ୍ୱତନ୍ତ୍ର ଅଫର ମାଧ୍ୟମରେ ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025
Latest News

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.