Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Tina Ahuja on Periods: ଋତୁଶ୍ରାବକୁ ନେଇ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା କହିଲେ ଏପରି କଥା
ଜାତୀୟ ଖବର

Tina Ahuja on Periods: ଋତୁଶ୍ରାବକୁ ନେଇ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା କହିଲେ ଏପରି କଥା

December 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Tina Ahuja on Periods
Tina Ahuja on Periods: ଋତୁଶ୍ରାବକୁ ନେଇ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା କହିଲେ ଏପରି କଥା

Tina Ahuja on Periods: ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ନିଜ ମା’ଙ୍କ ସହିତ ଏକ ଟେଲିଭିଜନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ ସେ ପିରିଅଡସ୍ ବା ଋତୁଶ୍ରାବ ବାବଦରେ ନିଜର ଖୋଲା ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଯନ୍ତ୍ରଣା ଏକ ମାନସିକ ରୋଗ।

ସେ ଦାବି କରିଛନ୍ତି ଯେ ପିରିଅଡସ୍‌ରେ ଯନ୍ତ୍ରଣା ମୁଖ୍ୟତଃ ମୁମ୍ବାଇ ଓ ଦିଲ୍ଲୀର ଝିଅଙ୍କଠାରେ ଅଧିକ ଦେଖାଦିଏ। ଅନ୍ୟ ସହରର ମହିଳାମାନଙ୍କଠାରେ ଏହି ଯନ୍ତ୍ରଣା ଏତେ ପରିମାଣର ହୁଏ ନାହିଁ। ସେ ଏହାକୁ ମଧ୍ୟ କହିଛନ୍ତି ଯେ ପିରିଅଡସ୍‌ର ଯନ୍ତ୍ରଣା ଆମର ମନୋଭାବନାରୁ ବା ମାନସିକତାରୁ ସୃଷ୍ଟି ହୁଏ।

ପିରିଅଡସ୍‌ର ପିଡା ମାନସିକ ରୋଗ

ଟିନା ଆହୁଜା କହିଛନ୍ତି, “ମୁଁ ମୁଖ୍ୟତଃ ଚଣ୍ଡିଗଡ଼ରେ ରହୁଛି ହେଲେ ମୁଁ ମୁମ୍ବାଇ ଓ ଦିଲ୍ଲୀର ଝିଅମାନେ ଏହି ପିରିଅଡସ୍ ଯନ୍ତ୍ରଣା ବାବଦରେ କଥା ହେବାର ଶୁଣିଛି। ହେଲେ ସେମାନେ ଏହି କଥା ଅନ୍ୟକୁ କହିଦେଲେ ତାଙ୍କର ପିଡା ବା ଯନ୍ତ୍ରଣା ଅଧା କମିଯାଉଥିବାର ଅନୁଭବ କରିଛି। ତେଣୁ ମୁଁ ଅନୁଭବ କରେ ଯେ ଏହା ଏକ ମାନସିକ ରୋଗ। ପଞ୍ଜାବ ଓ ଅନ୍ୟ ସହରର ମହିଳାମାନେ ଏହି ଯନ୍ତ୍ରଣା ଉପରେ ଧ୍ୟାନ ଦିଆନ୍ତି ନାହାଁନ୍ତି। ସେମାନେ ପିରିଅଡସ୍ ଯନ୍ତ୍ରଣାକୁ ମଧ୍ୟ ଅନୁଭବ କରନ୍ତି ନାହିଁ।”

ଘିଅ ଖାଇଲେ ଲାଭ ହେବ

ଟିନା କହିଛନ୍ତି, “ମୋର ଶରୀର ଦେଶୀ ପ୍ରକୃତିର। ମୁଁ ବ୍ୟାକ ପେନ୍ ଓ ଯନ୍ତ୍ରଣା ଅନୁଭବ କରେ ନାହିଁ। ତେବେ ଝିଅମାନେ ଯନ୍ତ୍ରଣା ବାବଦରେ କଥା ହୁଅନ୍ତି। ଯଦି ଆପଣ ଘିଅ ଖାଇବେ ଏବଂ ଠିକ ଡାଇଟିଂ କରିବେ, ତେବେ ଆପଣଙ୍କ ପିଡା ହେବ ନାହିଁ। ସମୟ ସହିତ ସବୁଠି ସାଧାରଣ ହୋଇଯିବ।”

ସୁନିତା ଆହୁଜାଙ୍କ ମତ

ଟିନାଙ୍କ ମା’ ସୁନିତା ଆହୁଜା ମଧ୍ୟ ଏହି ମତକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ମହିଳାମାନେ ଏହା ଉପରେ ଏକ ଡାଇଟିସିଆନ୍‌ଙ୍କ ସହିତ କଥାବାର୍ତ୍ତା କରିବା ଉଚିତ। ମୋ ଝିଅ କହିଦେଲା ବୋଲି ତାହା କରିବା ଉଚିତ ନୁହେଁ। କାରଣ ପରେ କିଏ ଅଭିଯୋଗ କରିବ ଯେ, ଟିନା କହିବାରୁ ଘିଅ ଖାଇକି ମୋ ଛାତି ଫାଟିଗଲା।

Tina Ahuja Tina Ahuja on Periods ଗୋବିନ୍ଦା ଟିନା ଆହୁଜା
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025

ଲଣ୍ଡନରେ ପାକିସ୍ତାନୀମାନଙ୍କୁ କଡ଼ା ଜବାବ: ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ର ସ୍ଲୋଗାନ ଦେଲେ ମୁସଲିମ ଝିଅ

August 19, 2025
Latest News

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025

ଲଣ୍ଡନରେ ପାକିସ୍ତାନୀମାନଙ୍କୁ କଡ଼ା ଜବାବ: ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ର ସ୍ଲୋଗାନ ଦେଲେ ମୁସଲିମ ଝିଅ

August 19, 2025

ଜାରି ରହିବ ରୁଷରୁ ତେଲ କିଣିବା: ଟ୍ରମ୍ଫଙ୍କ ଶୁଳ୍କ ଧମକ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ ର ନିଷ୍ପତ୍ତି

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.