Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନୁ ଭାକରଙ୍କ ଘରେ ଶୋକର ଛାୟା: ସଡ଼କ ଦୁର୍ଘଟଣାରେ ଚାଲିଗଲା ପରିବାରର ଦୁଇ ସଦସ୍ୟଙ୍କର ଜୀବନ
ଜାତୀୟ ଖବର

ମନୁ ଭାକରଙ୍କ ଘରେ ଶୋକର ଛାୟା: ସଡ଼କ ଦୁର୍ଘଟଣାରେ ଚାଲିଗଲା ପରିବାରର ଦୁଇ ସଦସ୍ୟଙ୍କର ଜୀବନ

January 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମନୁ ଭାକର
ଏସୀୟ କ୍ରୀଡ଼ା ଫାଇନାଲରେ ନିରାଶ କଲେ ମନୁ ଭାକର

ନୂଆଦିଲ୍ଲୀ: ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଡବଲ ପଦକ ବିଜେତା ମନୁ ଭାକରଙ୍କ ଘରେ ଦୁଃଖର ପାହାଡ ପଡ଼ିଛି। କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ତାଙ୍କୁ ଖେଲ ରତ୍ନ ପୁରସ୍କାରରେ ସମ୍ମାନିତ କରିଥିଲେ। କିନ୍ତୁ ବର୍ତ୍ତମାନ ସଡକ ଦୁର୍ଘଟଣାରେ ତାଙ୍କ ଆଇ ଏବଂ ମାମୁଁଙ୍କ ମୃତ୍ୟୁ ହୋଇଛି। ମନୁ ଭାକର ଏବଂ ତାଙ୍କ ପରିବାରରେ ଶୋକ ଲହରୀ ଖେଳିଯାଇଛି। ରବିବାର ସକାଳେ ଚରଖୀ ଦାଦ୍ରିସ୍ଥିତି ମହେନ୍ଦ୍ରଗଡ ବାଇପାସ୍ ରୋଡରେ ଏହି ଦୁର୍ଘଟଣା ଘଟିଛି। ଯେତେବେଳେ ମନୁଙ୍କ ମାମୁଁ ଏବଂ ଆଈ ପ୍ରାତଃ ଭ୍ରମଣ କରୁଥିଲେ, ସେତେବେଳେ ହଠାତ୍ ଏକ ବ୍ରେଜା କାର ଉଭୟଙ୍କୁ ଧକ୍କା ଦେଇଥିଲା। ଧକ୍କା ହେବାର ପ୍ରଭାବ ଏତେ ଥିଲା ଯେ, ଦୁହେଁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ମନୁ ଭାକରଙ୍କ ମାମୁଁ ଏବଂ ଆଈଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ପୋଲିସ ପହଞ୍ଚିବା ବେଳକୁ ଦୁର୍ଘଟଣା ଘଟାଇଥିବା ଗାଡିର ଚାଳକ ଫେରାର ହୋଇଯାଇଥିଲା। ଏବେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଡ୍ରାଇଭରକୁ ଧରିବା ପାଇଁ ତଳସୀ ନେଉଛି।

Manu Bhaker Manu Bhaker News Sports News
Share. Facebook Twitter LinkedIn Email WhatsApp Copy Link

Related Posts

‘ମାଇଁ ଭାରତ’ରେ ୩ ବର୍ଷରୁ କମ୍ ସମୟରେ ୩ କୋଟିରୁ ଅଧିକ ପଞ୍ଜୀକୃତ

September 24, 2026

ଉଗ୍ର ହେଉଛି ଆଫଗାନ୍‌-ପାକ୍‌ ସୀମା ବିବାଦ: ୮ଟି ତାଲିବାନୀ ଡ୍ରୋନ୍‌ ଖସାଇଲା ପାକିସ୍ତାନ ସେନା

September 24, 2026

ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ ଦେଶ ଗସ୍ତ ସମ୍ଭାବନା: ଟ୍ରମ୍ପଙ୍କ ସହ ହୋଇପାରେ ଦ୍ୱିପାକ୍ଷିକ ବୈଠକ

September 24, 2026

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026
Latest News

‘ମାଇଁ ଭାରତ’ରେ ୩ ବର୍ଷରୁ କମ୍ ସମୟରେ ୩ କୋଟିରୁ ଅଧିକ ପଞ୍ଜୀକୃତ

September 24, 2026

ହୋମିଓପ୍ୟାଥି ଔଷଧ କାହିଁକି ଲାଗେ ମିଠା? ଜାଣନ୍ତୁ ଏହାର କାରଣ ଓ ଅଜଣା କଥା

September 24, 2026

ଉଗ୍ର ହେଉଛି ଆଫଗାନ୍‌-ପାକ୍‌ ସୀମା ବିବାଦ: ୮ଟି ତାଲିବାନୀ ଡ୍ରୋନ୍‌ ଖସାଇଲା ପାକିସ୍ତାନ ସେନା

September 24, 2026

ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ ଦେଶ ଗସ୍ତ ସମ୍ଭାବନା: ଟ୍ରମ୍ପଙ୍କ ସହ ହୋଇପାରେ ଦ୍ୱିପାକ୍ଷିକ ବୈଠକ

September 24, 2026

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.